ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା, ୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ

ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା, ୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ

୨ରୁ ୩ ଦିନରେ କେରଳ ଛୁଇଁବ ମୌସୁମୀ ବାୟୁ । ତେବେ ମୌସୁମୀ ବାୟୁ ସମ୍ପର୍କରେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମୌସୁମୀ ବାୟୁ ବଙ୍ଗୋପସାଗର, ଆଣ୍ଡାମାନ ସାଗରରେ ପହଞ୍ଚିସାରିଛି ।

ତେବେ ଆଗାମୀ ୨ରୁ ୩ ଦିନ ଭିତରେ କେରଳ ଛୁଇୁଁପାରେ ମୌସୁମୀ ବାୟୁ । ମୌସୁମୀ ବାୟୁ ସ୍ଥଳଭାଗ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ବର୍ଷା ହେଲେ ମୌସୁମୀ ଛୁଇଁବା ନେଇ ବିଧିବଦ୍ଧ ଘୋଷଣା କରାଯିବ ।

ସେହିପରି ଚାଷୀଙ୍କ ପାଇଁ ଖୁସି ଖବର ରହିଛି । ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ବର୍ଷା ହେବ । ଏହାସହିତ ରାଜ୍ୟରେ ଏବେ ଅସହ୍ୟ ହେଉଛି ଗୁଳୁଗୁଳି । ତାପମାତ୍ରା ଏବେ ୨ରୁ ୩ ଡିଗ୍ରୀ ବୃଦ୍ଧି ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ମଧ୍ୟ ରହିଛି ।

Related posts

ଘରେ ଦୀପ ଜାଳିବା ଦ୍ୱାରା କଣଲାଭ ମିଳେ

Odisha Halchal

ଆଉ ଫାଇନ୍‌ ଦେଇ ଖସି ହେବନି; ଏଣିକି ମଦ ପିଇ ଗାଡ଼ି ଚଳାଇଲେ କୋର୍ଟଚାଲାଣ

Odisha Halchal

ପ୍ରାଚୀନ ଓ ମଧ୍ୟଯୁଗୀୟ ବୀର ଫଳକ ଅନୁଗୁଳରେ

Odisha Halchal

Leave a Comment