ଓଡ଼ିଶା ଖବରନ୍ୟୁଜ୍

ଗାଧୋଇବା ବେଳେ ମହାନଦୀ ଯୋବ୍ରାରେ ବୁଡ଼ିଗଲେ ୩ ଯୁବକ,ଜଣେ ଉଦ୍ଧାର ୨ ନିଖୋଜ

ମହାନଦୀ ଯୋବ୍ରାରେ ବୁଡ଼ିଗଲେ ୩ ଯୁବକ । ଯୋବ୍ରାରେ ୩ ଜଣ ଯୁବକ ଗାଧୋଇବା ବେଳେ ଏହି ଅଘଟଣ ଘଟିଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଗୁରୁତର ଅବସ୍ଥାରେ ଜଣେ ଯୁବକ ଉଦ୍ଧାର ହୋଇଛନ୍ତି ।

ସେହିପରି ନିଖୋଜ ଥିବା ଅନ୍ୟ ୨ଜଣ ଯୁବକଙ୍କୁ ଉଦ୍ଧାର ପାଇଁ ଚେଷ୍ଠା ଚାଲିଛି । ଘଟଣାସ୍ଥଳରେ ଦମକଳବାହୀନି ପହଂଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ।

ସୁଚନା ଅନୁସାରେ ବୁଡ଼ିଯାଇଥିବା ୩ ଜଣ ଯୁବକଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳି ପାରି ନାହିଁ ।

Related posts

ପାଣି ଢାଳିବାକୁ ଆସି ଜୀବନ ଚାଲିଗଲା

Odisha Halchal

ଅଭିନବ ଉପାୟରେ ଗୋମାଂସ ଚାଲାଣ

Odisha Halchal

ଯୁବକଙ୍କର ଆତ୍ମହତ୍ୟା ଉଦ୍ୟମ

Odisha Halchal

Leave a Comment