ଓଡ଼ିଶା ଖବରନ୍ୟୁଜ୍

ଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ୍, ସିଟ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

ଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ୍, ସିଟ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍ ଅର୍ଜୁନପୁର ବୁର୍ଡା ରାସ୍ତାର ଏକ ଆମ୍ବ ଗଛରେ ପିଟି ହେଲା କୋଇଲା ବୋଝେଇ ଟ୍ରକ୍ । ନିଜ ସିଟରେ ଚାପି ହୋଇ ଟ୍ରକ୍ ଡ଼୍ରାଇଭରଙ୍କ ମୃତ୍ୟୁ ।

ଟ୍ରକଟି ଭାରସାମ୍ୟ ହରାଇ ଜୋରରେ ଆମ୍ବ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଡ୍ରାଇଭରକୁ ଟ୍ରକକୁ କଟରରେ କାଟି ଉଦ୍ଧାର କରାଯାଇଛି । ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

Related posts

ପୁଣି ଚର୍ଚ୍ଚାରେ ଅନୁଭବଙ୍କ ନୂଆ ଭିଡିଓ

Odisha Halchal

ଗାଡ଼ି ଚଢ଼ାଇ ଜଣଙ୍କୁ ମାରି ଦେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Odisha Halchal

ଭୁଶୁଡ଼ିଛି ଲାଲ ଗଡ଼

Odisha Halchal

Leave a Comment