Tuesday, October 4, 2022
Homeଓଡ଼ିଶା ଖବରଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ୍, ସିଟ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

ଗଛରେ ପିଟିହେଲା କୋଇଲା ବୋଝେଇ ଟ୍ରକ୍, ସିଟ୍‌ରେ ଚାପି ହୋଇ ଡ୍ରାଇଭରଙ୍କ ମୃତ୍ୟୁ

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ୍ ଅର୍ଜୁନପୁର ବୁର୍ଡା ରାସ୍ତାର ଏକ ଆମ୍ବ ଗଛରେ ପିଟି ହେଲା କୋଇଲା ବୋଝେଇ ଟ୍ରକ୍ । ନିଜ ସିଟରେ ଚାପି ହୋଇ ଟ୍ରକ୍ ଡ଼୍ରାଇଭରଙ୍କ ମୃତ୍ୟୁ ।

ଟ୍ରକଟି ଭାରସାମ୍ୟ ହରାଇ ଜୋରରେ ଆମ୍ବ ଗଛରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଡ୍ରାଇଭରକୁ ଟ୍ରକକୁ କଟରରେ କାଟି ଉଦ୍ଧାର କରାଯାଇଛି । ଡ୍ରାଇଭରଙ୍କ ପରିଚୟ ମିଳିପାରିନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର