ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ

ବୌଦ୍ଧ(ବ୍ୟୁରୋ ଓଡିଶା ହାଲଚାଲ):-ଘରୋଇ କଳିରୁ ସର୍ବନାଶ, ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ । ବୌଦ୍ଧ ଜିଲ୍ଲା ଚନ୍ଦ୍ରପୁର ଗ୍ରାମରେ ପାରିବାରିକ କଳହକୁ ନେଇ ଅଘଟଣ । ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ ମୃତ ସ୍ତ୍ରୀଙ୍କ ନାମ କନକ ପ୍ରଧାନ ବୋଲି ଜଣାପଡିଛି ।

ସୂଚନା ଅନଯାୟୀ ବୌଦ୍ଧ ଜିଲ୍ଲା ଚନ୍ଦ୍ରପୁର ଗ୍ରାମରେ ଏକ ଅଭାବନୀୟ ଘଟିଛି । ପାରିବାରିକ ବିବାଦକୁ ନେଇ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କଳହ ଲାଗିଥିଲା । କଳହ ଏତେ ଭାୟଙ୍କର ଥିଲା ଯେ ସ୍ୱାମୀ ଘରେ ଥିବା ଏକ କୋଦାଳରେ ସ୍ତ୍ରୀଙ୍କୁ ଏକ ପାହାର ପକାଇଥିଲେ ଯାହା ଫଳରେ ସ୍ତ୍ରୀଙ୍କ ମୃତ୍ୟୁ ହେଇ ଥିବା ଜଣାପଡିଛି ।

ସେପଟେ ହତ୍ୟା କାଣ୍ଡ ସୂଚନା ପାଇ ଜହ୍ନ।ପଙ୍କ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ହତ୍ୟାକାଣ୍ଡ ପରେ ସ୍ୱାମୀ ଫେରାର ମାରିଥିବା ଜଣାପଡିଛି । ଅଭିଯକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁ ଥିବା ସୂଚନା ମିଳିଛି ।

Related posts

ବିବାହ ବେଦୀରୁ ହାତକଡ଼ି ପକାଇଲା ପୋଲିସ

Odisha Halchal

ଡିମିରିପଲ୍ଲୀରେ ଗୋ-ଚିକିତ୍ସା ଶିବିର

Odisha Halchal

ତାଣ୍ଡେଲ ପାହାଡ଼ରେ ନିଆଁକୁ ଆୟତ୍ତ ଜଙ୍ଗଲ ବିଭାଗ

Odisha Halchal

Leave a Comment