ଓଡ଼ିଶା ଖବରନ୍ୟୁଜ୍

କଚାଡି ମାରିଲା ଦନ୍ତା ହାତୀ

କଚାଡି ମାରିଲା ଦନ୍ତା ହାତୀ

ବଣାଇଁ:-(ରିପୋର୍ଟ :-ସୂରଜ ପ୍ରତାପ ମହାନ୍ତି )ସୁନ୍ଦର ଗଡ଼ ଜିଲ୍ଲା କୁଳି ପୋଷ ରେଞ୍ଜର ତାଳ ଢିପ୍ପା ଗ୍ରାମରେ ଏକ ଦନ୍ତା ହାତୀ ଜଣେ ବେକ୍ତି ଙ୍କୁ କଚାଡି ମାରିଦେଇଛିl

ତାଳ ଢିପ୍ପା ଗ୍ରାମର ରବି ଧୀବର ଆଜି ଭୋରୁ ଶୌଚ ହେବା ପାଇଁ ଘରୁ ବାହାରକୁ ଯାଇ ଥିବା ବେଳେ ହଠାତ ଏଜ ଗୋଠ ଛଡା ଦନ୍ତା ହାତୀ ରବ ଙ୍କୁ ଟାଣି ଆଣି କଚାଡି ମାରି ଦେଇ ଥିଲା, ଘଟଣା ସ୍ଥଳରେ ପୋଲିସ ଓ ରେଞ୍ଜ କର୍ମଚାରୀ ପହଂଚି

ତଦନ୍ତ ଆରମ୍ବ କରି ଥିବା ବେଳେ ଏହି ଦନ୍ତା ରାତିରେ ବିଭିନ୍ନ ପନିପରିବା ଖାଉ ଥିବା ଏବଂ ଘର ଭାଙ୍ଗି ଥିବା ବେଳେ ଏବେ ଆକ୍ରମଣ କରିବା ଆରମ୍ବ କରି ଦେଉଥିବା ଜଣାପଡ଼ିଛି, ଏବେ ଏହି ହାତୀ ଟି ବଣାଇ ରେଞ୍ଜର ଧରଣୀଧର ପାଲି ଜଙ୍ଗଲ କୁ ଚାଲିଯାଇଥିବା ଜଣାପଡ଼ିଛି l

Related posts

ପେଟ୍ରୋଲ ଯୋଗୁଁ ଧରା ପଡିଲା ଚୋର

Odisha Halchal

ଆଜି ଦୋଳ ପୂର୍ଣ୍ଣିମା

Odisha Halchal

ତୃତୀୟ ନିତ୍ୟାନନ୍ଦ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ

Odisha Halchal

Leave a Comment