ଓଡ଼ିଶା ଖବରନ୍ୟୁଜ୍

ସେଲଫି ନେଵା ହେଲା ପିଲାଙ୍କ କାଳ

ସେଲଫି ନେଵା ହେଲା ପିଲାଙ୍କ କାଳ

ରାୟଗଡା:- ଟିକିରି ଭାଲୁମସ୍କା ଗ୍ରାମକୁ ଏକ ବିବାହ ଘରକୁ ଯାଇଥିବା ବେଲେ ସେଠାରୁ ତିନି ଜଣ ପିଲା ସାଙ୍ଗ ହୋଇ ନିକଟସ୍ଥ ଥିବା ରେଳଷ୍ଟେସନକୁ ଯାଇଥିଲେ।

ସେଠାରେ ମାଲବାହି ରେଳଗାଡ଼ି ଠିଆ ହୋଇଥିବା ବେଳେ ତିନି ଜଣ ପିଲା ସେହି ଗାଡ଼ି ଉପରକୁ ଚଢ଼ିବାକୁ ଯାଇ ସେଲଫି ନେବା କଥା ହୋଇ ପ୍ରଥମେ ସେହି ଗାଡ଼ି ଉପରକୁ ଚଢ଼ିଥିଲେ ।

ଦେବେନ୍ଦ୍ରକୁ ସେହି ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଥିଲା ଏହା ପରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ଘଟଣା ସ୍ଥଳରେ ପୁଲିସ ଓ ଜିଆରିପି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ବୋଲି ସୁଚନା ମିଳିଛି । ଏହି ମୃତ ଜଣକ ବାଳକ ହେଲେ କାଶିପୁର ବ୍ଲକ ବତ୍ର୍ତିବାଲି ଗ୍ରାମର ବୋଲି ଜଣାପଡ଼ିଛି ।

Related posts

ହସ୍ତ ଶିଳ୍ପରେ ମାଟି କାରିଗରଙ୍କୁ ତାଲିମ

Odisha Halchal

ଉପାନ୍ତ ଅଞ୍ଚଳରେ ନୂତନ ଥାନା ଭିଶି ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Halchal

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ମହିଳାଙ୍କ ସଚେତନତା

Odisha Halchal

Leave a Comment