ଓଡ଼ିଶା ଖବରନ୍ୟୁଜ୍

କଣ୍ଟାମାଳ ଲୋକ ମହୋତ୍ସବ ଉଦଯାପିତ

କଣ୍ଟାମାଳ ଲୋକ ମହୋତ୍ସବ ଉଦଯାପିତ

ବୌଦ୍ଧ :-(ରିପୋର୍ଟ :-ଆଶିଷ ବିହାରୀ ଠାକୁର)କଣ୍ଟାମାଳ ଲୋକ କଳା ମଣ୍ଡପ ରେ ଚାଲିଥିବା ସପ୍ତମ ରାଜ୍ୟ ସ୍ତରୀୟ କଣ୍ଟାମାଳ ଲୋକ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି l ରାଧାଭଲବ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସାଂକୃତି ସନ୍ଧ୍ୟାରେ କଣ୍ଟାମାଳ ବିଧାୟକ ତଥା ଯୋଜନା ବୋଡ଼ ଅଧକ୍ଷ ଶ୍ରୀଯୁକ୍ତ ମହୀଧର ରଣା ମୁଖ୍ୟଅତିଥି ଭାବେ,

ମୁଖ୍ୟ ଵକ୍ତା ଭାବେ ଶିକ୍ଷା ବିତ୍ ନୀଳାଞ୍ଚଳ ଭୋଇ ସମ୍ମାନିତ ଅତିଥିଭାବେ 1ନମ୍ବର ଜୋନ ଜ଼ିଲ୍ଲା ପରିଷଦ ଅଧକ୍ଷା ସୁମିତ୍ରା ସାହୁ, କଣ୍ଟାମାଳ ବ୍ଲକ ଚ୍ୟାରମେନ ସସ୍ମିତା ସେନାପତି, ଭାଇଶ ଚ୍ୟାରମେନ ମହେନ୍ଦ୍ର ରଣା, ସରପଞ୍ଚ ସଭାପତି ସାର୍ଦୁଲ ନାଗ, କଣ୍ଟାମାଳ ସରପଞ୍ଚ ଦୀପାଞ୍ଜଳି ଖଟୁଆ, ଖମନ ମୁଣ୍ଡା ସରପଞ୍ଚ ଅଳକା ପ୍ରଧାନ, ଶମ୍ଭୁପ୍ରସାଦ ସାହୁ,ପ୍ରମୁଖ ଯୋଗଦେଇ ଥିଲେ l ସଭା ପରେ ଅଞ୍ଚଳର କଲା କାର ମାନଙ୍କ ଦ୍ୱାରା ସାଂକୃତି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

ଓଟିଭି ରେ ପ୍ରସାରିତ ହୋଉଥିବା ପଲ୍ଟିକାଲ ସର୍କସ ର ରବୀନ୍ଦ୍ର ରାଉତ ଯୋଗ ଦେଇ ଦର୍ଶକ ଙ୍କ ମନମୋହି ଥିଲେ l ତୃତୀୟ ସନ୍ଧ୍ୟା ରେ ଅତିଥିକଳାକାର ଭାବେ ଓଡ଼ିଆ କଳଚିତ୍ର ଜଗତର ଅଭିନେତ୍ରୀ ଦେବଯାନୀ ଯୋଗ ଦେଇଥିଲେ l ପରେ ପରେ ଉମାକାନ୍ତ ମେଲୋଡି ପୋଗ୍ରାମ ହୋଇ ଥିଲା l ବହୁତ ସଂଖ୍ୟା ରେ ଦର୍ଶକ ଯୋଗ ଦେଇ ପୋଗ୍ରାମ ମଜାନେଇ ଥିଲେ l

Related posts

ଦୟାକରି ଧ୍ୟାନ ଦିଅନ୍ତୁ…ଆଇଆରସିଟିସି ବଦଳାଇଲା ଅନ୍‌ଲାଇନ୍ ଟିକେଟ୍ ବୁକିଂର ନିୟମ

Odisha Halchal

ଅଗ୍ନିକାଣ୍ଡରେ ଲକ୍ଷ୍ୟାଧିକ ଟଙ୍କାର ସମ୍ପତି ଓ ଆସବାପତ୍ର ନଷ୍ଟ

Odisha Halchal

ଅଜଣା ଗାଡି ଧକ୍କାରେ ବାଇକ ଆରୋହି ଗୁରୁତର

Odisha Halchal

Leave a Comment