ଓଡ଼ିଶା ଖବରନ୍ୟୁଜ୍

ଚିନିକଳ ନିର୍ଦ୍ଧେଶିକା ରୂପେ ବେଲଗୁଣ୍ଠା ରୁ ସରୋଜିନୀ

ଚିନିକଳ ନିର୍ଦ୍ଧେଶିକା ରୂପେ ବେଲଗୁଣ୍ଠା ରୁ ସରୋଜିନୀ

ବେଲଗୁଣ୍ଠା:-(ରିପୋର୍ଟ :-ମଦନମୋହନ ବିଶ୍ବାଳ) ଆସିକା ଚିନିକଳ ନିର୍ଦ୍ଧେଶିକା ରୂପେ ସରୋଜିନୀ ଲେଙ୍କା ପ୍ରତିଦ୍ବନ୍ଦୀ ନମିତା ଜେନା ଙ୍କୁ 24 ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି l

ବେଲଗୁଣ୍ଠା ବ୍ଲକ ରୁ 56 ଜଣ ଭୋଟରଙ୍କ ମଧ୍ୟରୁ 3 ଜଣ ଅନୁପସ୍ଥିତ ଥାଇ 53 ଜଣ ନିର୍ଦେଶକ ପ୍ରାଥୀଙ୍କୁ ଭୋଟ ଦେଇଥିଲେ । ଗୋଟିଏ ଭୋଟ ନାକଚ ହୋଇଯାଇଥିବା ବେଳେ ସରୋଜିନୀଙ୍କୁ 38 ଖଣ୍ଡ ଭୋଟ ମିଳିଥିବା ବେଳେ ନମିତାଙ୍କୁ 14 ଖଣ୍ଡ ଭୋଟ ମିଳିଥିଲା l

ସରୋଜିନୀ ନମିତାଙ୍କ ଠାରୁ ଅଧିକା 24 ଭୋଟ ପାଇ ବିଜୟୀ ହୋଇଛନ୍ତି । ବିଜୟୀ ସରୋଜିନିଙ୍କୁ ନାଟଙ୍ଗା ସେବା ସମବାୟ ସମିତି ସଭାପତି ପ୍ରହଲ୍ଲାଦ ଲେଙ୍କା ଶୁଭେଛା ଜଣାଇଛନ୍ତି ।

Related posts

ସେବା ଅନୁଷ୍ଠାନ ତରଫ ରୁ କମ୍ବଳ ବଣ୍ଟନ

Odisha Halchal

ବାବା ସାହେବ ଆମ୍ବେଦକରଙ୍କ 131ତମ ଜନ୍ମ ଜୟନ୍ତୀ ପାଳନ

Odisha Halchal

ମଲା ଛୁଆକୁ ବାଇକ୍ ଡିକିରେ ରଖି କଲେକ୍ଟରଙ୍କ ପାଖକୁ ଗଲେ ବାପା

Odisha Halchal

Leave a Comment