ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବାଣ ବଜାରରେ BMCର ଯାଞ୍ଚ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବାଣ ବଜାରରେ BMCର ଯାଞ୍ଚ, ନିୟମ ନମାନିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ରାଜଧାନୀରେ ବେଆଇନ୍‌ ଭାବେ ଚାଲିଥିବା ବାଣ ଦୋକାନ ଉପରେ ତୀକ୍ଷ୍ଣ ନଜର ରଖିଛି ବିଏମ୍‌ସି ଟିମ୍ । ବାଣ ବଜାରରେ ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଅନ୍ୟସ୍ଥାନରେ ବାଣ ଦୋକାନ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମ୍‌ସିର ସ୍ୱତନ୍ତ୍ର ଟିମ୍ ।

ଏଥି ସହିତ ବିଏମ୍‌ସି ମେୟରଙ୍କ ସହ ଲାଇସେଲ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନେଇ ଗଠିତ ଟିମ୍ ରାଜଧାନୀର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ଉ କରିବା ସହ ଯାଞ୍ଚ କରୁଛନ୍ତି।

ବାଣ ଦୋକାନରେ ସୁରକ୍ଷା ନିରାପତ୍ତା ଓ ଅଗ୍ନି ନିର୍ବାପକ ଉପରେ ଗୁରୁତର ଦିଆଯାଉଛି। ଦୋକାନରେ BMCର ନୀତି ନିୟମ ଅନୁଯାୟୀ କରଯାଇଛି ନା ନାହିଁ ତାହାର ଯାଞ୍ଚ କରାଯାଉଛି ।

Related posts

କୋମନା ବନ ବିଭାଗ ର ବଡ ସଫଳତା

Odisha Halchal

ଜୀବନ୍ତ ବ୍ରଜକାପ୍ତା ଓ ୩ ଗୋଟି ବାଇକ ସହ ୬ଜଣ ଗିରଫ

Odisha Halchal

ଲୋକପ୍ରିୟତା ହାସଲ ପାଇଁ ସଲମାନ୍ ଖାନଙ୍କୁ ଧମକ

Odisha Halchal

Leave a Comment