ଅପରାଧଓଡ଼ିଶା ଖବରନ୍ୟୁଜ୍

ଏନ୍. ଏ. ସି କାର୍ଯ୍ୟାଳୟ ରେ ତାଲା ପକାଇ ଲେ ମହିଲା

ଏନ୍. ଏ. ସି କାର୍ଯ୍ୟାଳୟ ରେ ତାଲା ପକାଇ ଲେ ମହିଲା

ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ କୁ ତାଲା ମାରିଲେ ମେନ୍ ପାୱାର ଠିକା କର୍ମଚାରୀ । ୨ମାସ ର ଦରମା ଓ EPF ଟଙ୍କା ଜମା ନ ହେଉଥିବା ଅଭିଯୋଗରେ ମାରିଛନ୍ତି ତାଲା।

ଏମ୍ ପାୱାର ନାମକ ଏକ ଘରୋଇ କମ୍ପାନୀ ଅଧୀନରେ ଅଛନ୍ତି ଠିକା କର୍ମଚାରୀ। ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କମ୍ପାନୀ ଶୁଣୁନଥିବା ହୋଇଛି ଅଭିଯୋଗ। ଆଜି କମ୍ପାନୀର ବୈମାତୃକ ମନୋଭାବ ଯୋଗୁଁ ଦେଖିବାକୁ ମିଳିଛି ଏମିତି ଅଭାବନିୟ ଘଟଣା।

Related posts

ମାତ୍ର ୧୦ ଦିନ ଖରାଛୁଟି; ଜାଣନ୍ତୁ କେବେଠୁ ଲାଗୁ ହେବ

Odisha Halchal

ୟୁଜର୍ସ କହିଲେ-‘ ଏବେ ପନ୍ତଙ୍କ କ୍ୟାରିୟର ଶେଷ’

Odisha Halchal

ଖରିଆର ରୋଡ଼ ଏନ ଏ ସିରେ ବିକାଶ କାର୍ଯ୍ୟକ୍ରମ

Odisha Halchal

Leave a Comment