ଅପରାଧଓଡ଼ିଶା ଖବରନ୍ୟୁଜ୍

ଖେଳ ମାଷ୍ଟରାଣୀଙ୍କ ପ୍ରେମ ଖେଳ ସ୍ୱାମୀଙ୍କ ପାଇଁ ସାଜିଲା କାଳ

ଖେଳ ମାଷ୍ଟରାଣୀଙ୍କ ପ୍ରେମ ଖେଳ ସ୍ୱାମୀଙ୍କ ପାଇଁ ସାଜିଲା କାଳ

ମୋ ସ୍ତ୍ରୀକୁ ମୁଁ ବିବାହ ପରେ ପାଠ ପଢାଇଲି, ପାଠ ପଢ଼ାଇଲା ପରେ ଚାକିରୀ ପାଇଲା, ଶେଷରେ ଏମିତି ପ୍ରେମ ଗାଡି ଚଲାଇଛନ୍ତି ନିଜେ ପାଗଳୀ ହୋଇଛନ୍ତି। ବରିଷ୍ଠ ସାମ୍ବାଦିକଙ୍କୁ ପ୍ରେମରେ ପାଗଳ କରିଛନ୍ତି। ମାଷ୍ଟରାଣୀ ଆଗରୁ ସାମ୍ବାଦିକଙ୍କ ସହ ଆଗରୁ ଲୁଚାଛପା ପ୍ରେମ କରୁଥିବା ବେଳେ। ଏବେ ସ୍ୱାମୀ ସାମ୍ନାରେ ପ୍ରେମ ଗାଡି ଚଲାଇ ଚର୍ଚ୍ଚା କୁ ଆସିଛନ୍ତି।

ନୀରିହ ସ୍ୱାମୀ ନିରୁପାୟ ହୋଇ କାନ୍ଦୁଥିବା ବେଳେ। ମାଷ୍ଟରାଣୀ ସାମ୍ବାଦିକଙ୍କ ପ୍ରେମ ଗାଡି ଦାଣ୍ଡରେ ପଡି ହାଟରେ ଗଡୁଛି। ଏହି ପ୍ରେମ ଗାଡି ୧୮ ବର୍ଷର ପାରିବାରିକ ସମ୍ପର୍କରେ ଝଡ ସୃଷ୍ଟି କରିଛି। ସୁନ୍ଦରୀ ମାଷ୍ଟରାଣୀ କୁ ସୁନ୍ଦରିଆ ସାମ୍ବାଦିକଙ୍କ ପ୍ରେମ କାହାଣୀ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ହୋଇଥିବା ବେଳେ ଏହି ଖବର ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

ଟିକେ ଭଲକରି ନଜର ପକାନ୍ତୁ। ଏ ହେଉଛନ୍ତି ସେହି ରସିକିଆ ପ୍ରେମିକ ନ୍ୟୁଜ7 ସାମ୍ବାଦିକ। ନାଁ ବୁଇନ କିନ୍ତୁ ପ୍ରେମ କରିବାକୁ ଭାରି ଛନଛନ। ଏହି ମାଷ୍ଟରାଣୀ ସାମ୍ବାଦିକ ପ୍ରେମ ଗାଡି ଆଗକୁ କେତେ ବାଟ ଗଡୁଛି ନାଁ ଅଟକି ଯାଉଛି।

Related posts

ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ପାଠ

Odisha Halchal

ଓଲଟିଲା ପିକଭ୍ୟାନ୍ରୁ ଦୁଇ ମୃତ 9ଗୁରୁତର ମେଡିକାଲ୍ବରେ ଭର୍ତି

Odisha Halchal

ଟଙ୍କା ପାଇଁ ଛାତ୍ରୀଙ୍କୁ ଅପହରଣ

Odisha Halchal

Leave a Comment