ଅପରାଧଓଡ଼ିଶା ଖବରନ୍ୟୁଜ୍

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷର ବୃଦ୍ଧ ଗିରଫ । ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।ସୂଚନା ଅନୁସାରେ ଯେ, ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅଞ୍ଚଳରେ ୧୨ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ୬୫ବର୍ଷ ବୟସ୍କ ବୃଦ୍ଧ ଗିରଫ ।

ନାବାଳିକା ଜଣଙ୍କ ଛେଳି ଚରାଇବାକୁ ଜଙ୍ଗଲକୁ ଯିବା ସମୟରେ ବୃଦ୍ଧ ଜଣଙ୍କ ବାରମ୍ବାର ଦୁଷ୍କର୍ମ କରିଥିଲେ । ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ । ପରେ ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ବୃଦ୍ଧଙ୍କୁ ପୋଲିସ ଗିରଫ କରିଛି ।

Related posts

କାଜୁ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାଖରେ ଥୁଆ ହୋଇଛି ବାଇକ୍‌

Odisha Halchal

ମା’ ସାଜିଲା ପିଶାଚୀ; ୩ ବର୍ଷ ଛୁଆର ବେକ କାଟି ଦେଲା

Odisha Halchal

ଏହି ନିର୍ବାଚନରେ ମୋର ଶେଷ ସଭା, ବିଜେପିକୁ ବିଜୟୀ କରାନ୍ତୁ’

Odisha Halchal

Leave a Comment