ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ବଢିଲା ଅଡୁଆ

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ବଢିଲା ଅଡୁଆ

ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପାଇଁ ବଢିଲା ଅଡୁଆ । ଅଭିନେତ୍ରୀଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି । ଅଭିନେତ୍ରୀଙ୍କ ଘରୁ ୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଜବତ ହୋଇଛି । ଏହାସହିତ କୋଟି କୋଟି ଟଙ୍କାର ଦାମୀ ଉପହାର ମଧ୍ୟ ଜବତ ହୋଇଛି ।

ଏହି ସବୁ ଉପହାର ଏବଂ ସମ୍ପତ୍ତି ସୁରେଶ ଚନ୍ଦ୍ରଶେଖର ଦେଇଥିବା ଇଡି ସୂଚନା ଦେଇଛି । ଇଡି ଆକଳନ କରିଛି ଯେ ସୁକେଶ ଚୋରି ହୋଇଥିବା ଟଙ୍କା ବ୍ୟବହାର କରି ଜ୍ୟାକଲିନଙ୍କୁ ୫.୭୧କୋଟି ଟଙ୍କା ମୂଲ୍ୟର ଉପହାର ଦେଇଥିଲେ ।

ଜ୍ୟାକଲିନଙ୍କ ପରିବାର ସଦସ୍ୟଙ୍କୁ ପାଖାପାଖଇ ୧୭୩,୦୦୦ ଆନେରିକୀୟ ଜଲାର ଏବଂ ପ୍ରାୟ ୨୭,୦୦୦ ଅଷ୍ଟ୍ରେଲୀୟ ଡଲାର ମଧ୍ୟ ପ୍ରଦାନ କରିଥିଲେ । ସୁକେଶ ଏବେ ଏକ ଠକେଇ ମାମଲାରେ ଜଡିତ ଅଛନ୍ତି । ଏହି ମାମଲାରେ ଇଡି ତାଙ୍କୁ ଏପ୍ରିଲ ୪ ତାରିଖରେ ଗିରଫ କରିଛି ।

Related posts

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ,ସ୍କୁଲ ପିଲାଙ୍କୁ ମିଳିଲା ତ୍ରାହି

Odisha Halchal

ବ‌ଙ୍ଗୋମୁଣ୍ଡାରେ ୧୪୪ ଧାରା

Odisha Halchal

ବିବାହ ସମୟରେ କନ୍ୟା ପ୍ରେମିକ ସହ ଫେରାର୍‌

Odisha Halchal

Leave a Comment