ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

ଗଞ୍ଜାମ ବଡ଼ଗଡ଼ ଥାନା ରାଶିବାଡ଼ି ଗାଁରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଫଳରେ ଏହି ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଛନ୍ତି ।

ଗୁରୁତର ମହିଳା ଜଣଙ୍କ ପରାଣ୍ଡି ପାତ୍ର ବୋଲି ସୂଚନା ମିଳିଥିବା ବେଳେ ତାଙ୍କୁ ଆସିକା ମେଡିକାଲ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ତାଙ୍କର ବାମ ହାତର କାନ୍ଧରେ ଗୁଳି ବାଜିଛି । ତେବେ ଆଶ୍ଚର୍ଯ୍ୟର କଥା ଯେ ସ୍ୱାମୀ ଏହି ଗୁଳିମାଡ଼ କରିଥିବା ଅଭିଯୋଗ ଆଣିଛନ୍ତି ଗୁରୁତର ସ୍ତ୍ରୀ ।

Related posts

ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି -ସୁପ୍ରିମକୋର୍ଟ

Odisha Halchal

ବାଙ୍ଗାଲାଦେଶରେ ଲ୍ୟାଣ୍ଡଫଲ କଲା ବାତ୍ୟା ସିତ୍ରାଙ୍ଗ

Odisha Halchal

କଣ୍ଟ୍ରାକ୍ଟର ଶିଖାଉଛନ୍ତି ନୂଆ ନିୟମ

Odisha Halchal

Leave a Comment