ଅପରାଧଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ପପୁ ପମ୍‌ପମ୍‌ଙ୍କୁ କ୍ଲିନ୍‌ଚିଟ୍‌, ନିର୍ଦ୍ଦୋଷ ରାୟ ଦେଲେ ପକ୍ସୋ କୋର୍ଟ

ପପୁ ପମ୍‌ପମ୍‌ଙ୍କୁ କ୍ଲିନ୍‌ଚିଟ୍‌, ନିର୍ଦ୍ଦୋଷ ରାୟ ଦେଲେ ପକ୍ସୋ କୋର୍ଟ

ବହୁ ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲା । ଅଭିନେତା ପପୁ ପମ୍‌ପମ୍‌ ନିର୍ଦ୍ଦେଶ । ରାୟ ଶୁଣାଇଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ । ୨୦୧୬ରେ ଜଣେ ନାବାଳିକାଙ୍କୁ ଆଣିଥିଲେ ଅଭିଯୋଗ ।

ଖବର ଅନୁଯାୟୀ, ୨୦୧୬ରେ ଜଣେ ନାବାଳିକାଙ୍କୁ ଫିଲ୍ମରେ ରୋଲ୍‌ ଦେବାକୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ପପୁଙ୍କୁ ସେତେବେଳେ ଗିରଫ କରିଥିଲା ପୋଲିସ । ପରେ ମାମଲାର ତ୍ୱରିତ ଶୁଣାଣି ପାଇଁ ସ୍ୱତନ୍ତ୍ର ପକ୍ସୋ କୋର୍ଟରେ ହୋଇଥିଲା । ଆଉ ଏବେ ଏହି ମାମଲାରୁ ଶୁଣାଣି କରି ରାୟ ଶୁଣାଇଛନ୍ତି ମାନ୍ୟବର କୋର୍ଟ ।

ତେବେ ୨୦୧୬ରେ ଏହି ଚର୍ଚ୍ଚିତ କାଷ୍ଟିଂ କାଉଚ୍‌ ମାମଲାରେ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ଏହାସହିତ ତାଙ୍କ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ।

Related posts

ଭୁଶୁଡ଼ିଛି ଲାଲ ଗଡ଼

Odisha Halchal

ମୂଲ୍ୟବୃଦ୍ଧି ଓ ବେକାରୀ ଉପରେ ଚାଲୁ ବୁଲଡୋଜର: ରାହୁଲ ଗାନ୍ଧି

Odisha Halchal

ଜଳେଶ୍ବର ରୁ ନବୀନ ନିବାସ

Odisha Halchal

Leave a Comment