ନ୍ୟୁଜ୍ମନୋରଞ୍ଜନ

କପିଲଙ୍କ ମା’ ଶୋ’ରେ ଗିନ୍ନିଙ୍କର କଲେ ପ୍ରଶଂସା

କପିଲଙ୍କ ମା’ ଶୋ’ରେ ଗିନ୍ନିଙ୍କର କଲେ ପ୍ରଶଂସା,

କମେଡି କିଙ୍ଗ ତଥା ଅଭିନେତା କପିଲ ଶର୍ମାଙ୍କ ମା ଜନକ ରାନୀଙ୍କୁ ପ୍ରାୟତଃ ଦର୍ଶକଙ୍କ ମଝିରେ ବସି ପୁଅର ଶୋ’ ଦେଖିନ୍ତି। କପିଲଙ୍କ ମାଆ ତାଙ୍କ ବୋହୂ ଗିନ୍ନିଙ୍କ ଖୁବ୍‌ ପ୍ରଶଂସା କରିଛନ୍ତି। ନିକଟରେ ପ୍ରସାରିତ ହୋଇଥିବା ଏକ ଏପିସୋଡରେ ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହୋଇଛି । ଯେଉଁଥିରେ ଅତିଥି ସଞ୍ଜୀବ କପୁର, ରଣଭୀର ବରାର ଏବଂ କୁନାଲ କପୁରଙ୍କ ସହ କଥାବାର୍ତ୍ତା କରିବା ସମୟରେ କପିଲଙ୍କ ମା’ ତାଙ୍କ ବୋହୂକୁ ନେଇ ବହୁତ ପ୍ରଶଂସା କରିଛନ୍ତି।

ତେବେ ଶୋ’ ସମୟରେ କପିଲ କହିଥିଲେ କି ତାଙ୍କ ମା ଆଉ ରୋଷେଇ କରୁ ନାହାନ୍ତି । କିନ୍ତୁ ମାଆ ବାଇଗଣ ଭର୍ତ୍ତା ଓ ଶାଗ ବହୁତ ବଢିଆ ବନାନ୍ତି । ହେଲେ ଏହା ସବୁ ବିବାହ ପୂର୍ବରୁ ଥିଲା । ବର୍ତ୍ତମାନ ମାଆ ବର୍ତ୍ତମାନ ତାଙ୍କ ସେ ରୋଷେଇ ଘର ବିଷୟରେ କିଛି ଜାଣି ନାହାଁନ୍ତି।

ଏହାକୁ ନେଇ ଜନକ ରାନୀ କହିଛନ୍ତି, ‘ବର୍ତ୍ତମାନ ରୋଷେଇ ଘରେ ପଶିବା ମାତ୍ରେ କରିବା ମୁଁ ମସଲା, ଚା ପାଇପାରୁ ନାହିଁ’। ଏହା ଉପରେ କପିଲଙ୍କ ମା ତାଙ୍କ ବୋହୂକୁ ନେଇ ଖୁବ୍‌ ପ୍ରଶଂସା କରି କହିଥିଲେ, ‘ମୋ ବୋହୂ ବହୁତ ଭଲ, ମୁଁ ନିଜକୁ ଭାଗ୍ୟବାନ ମନେ କରେ କି ମୁଁ ଏପରି ଏକ ବୋହୂ ପାଇଛି’। ଯିଏ କି ସବୁ ଜିନଷକୁ ସମ୍ଭାଳୁଛି । କୌଣସି ଜିନିଷକୁ ଛୁଇଁବାକୁ ଦେଉ ନାହିଁ । କହିବାକୁ ଗଲେ କପିଲ ଗିନ୍ନିଙ୍କୁ ୧୨ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ। ବର୍ତ୍ତମାନ ଦୁହିଁଙ୍କର ଦୁଇଟି ସନ୍ତାନ ଅଛି ।

Related posts

ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସଫଳତା, ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ

Odisha Halchal

ଘଟଣାକୁ ଯେତେ ସମୟ ବିତୁଛି ସେତେ ନୂଆ ନୂଆ କଥା ସାମ୍ନାକୁ ଆସୁଛି

Odisha Halchal

ଚାକିରି ଦେବା ନାଁରେ ୧୫୦ ଜଣଙ୍କୁ ଠକେଇ

Odisha Halchal

Leave a Comment