ଅପରାଧଓଡ଼ିଶା ଖବରନ୍ୟୁଜ୍

ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଚୋରି

ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଚୋରି

ବିଳମ୍ବିତ ରାତ୍ରରେ ସ୍କୁଲରୁ ଚୋରୀ। କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ପଞ୍ଚାୟତ ସାଇଁପଡା ଉର୍ଦୁସରକାରୀ ପ୍ରାଥମିକ ବିଦ୍ୟାଳୟ ରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ।

ସୂଚନା ମୁତାବକ ବିଳମ୍ବିତ ରାତିରେ କିଛି ଦୃବୁତ ସ୍କୁଲତାଲା ଭାଙ୍ଗି ଗ୍ୟାସଟାଙ୍କି, ଚୁଲା, ଗ୍ରାଇଣ୍ଡର, ପାଣି ମଟର, ସ୍କୁଲକାଗଜ ପତ୍ର, ଅଣ୍ଡା ଟ୍ରେ ନେଇଯାଇଥିବା ନେଇ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ଥାନାରେ ଅଭିଯୋଗକରିଛନ୍ତି। ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଁଚି ତଦନ୍ତ ଚଳାଇଛି l

Related posts

ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିବୁ- ସମିତିସଭ୍ୟ

Odisha Halchal

WEO ପରୀକ୍ଷା ରୁ ବଂଚିତ ଉପାନ୍ତ ଜିଲ୍ଲାର ପିଲା, ଗଣମାଧ୍ୟମ କୁ ଠେଲାପେଲା

Odisha Halchal

ବଢିଲା ଅଶୋଧିତ ତୈଳ ଦର, ୧୦୦ ଡଲାର ପାରି କଲା ବ୍ୟାରେଲ ପିଛା ଦର, ସୁନା ୫୧୫୦୦ ପାର୍‌

Odisha Halchal

Leave a Comment