ଓଡ଼ିଶା ଖବରନ୍ୟୁଜ୍

ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ

ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ

ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ପଛ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି । ବହାନଗା ଷ୍ଟେସନରେ ଗାଡ଼ି ପହଁଚିବା ମାତ୍ରେ ନିଆଁ ଦେଖି ପାଇଲଟ ତୁରନ୍ତ ଏମର୍ଜେନ୍ସି ବ୍ରେକ ଦେଇଥିଲେ ।

ସଂଗେ ସଂଗେ ବହାନାଗା ଷ୍ଟେସନର କର୍ମଚାରୀ ନିଆଁ ଲିଭା ଗ୍ୟାସ ଦ୍ୱାରା ନିଆଁକୁ ଆୟତ୍ତ କରିଥିଲେ। ଏବେ ଷ୍ଟେସନରେ ଟ୍ରେନ ଛିଡ଼ା ହୋଇ ରହିଥିବା ଜଣାପଡ଼ିଛି ।

Related posts

ନବଜାତ ଶିଶୁ ର ମୃତଦେହ ଉଦ୍ଧାର

Odisha Halchal

ନୀରିହ ଭୂତ ଚରିତ୍ରରେ ନଜର ଆସିଲେ କ୍ୟାଟ୍ରିନା

Odisha Halchal

ମଦର ଟେରେସା ସଂଗଠନର ନିଆରା ପ୍ରୟାସ

Odisha Halchal

Leave a Comment