ଓଡ଼ିଶା ଖବରନ୍ୟୁଜ୍

ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ

ଗୁଣୁପୁର:-(ରିପୋର୍ଟ:-କାହ୍ନୁ ଚରଣ ପାଢ଼ୀ)ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ବବିଦ୍ୟାଳୟର ୪ର୍ଥ ପ୍ରତିଷ୍ଠା ଦିବସ ମହାସମାରୋହରେ ବିଶ୍ବ ବିଦ୍ୟାଳୟ ପରିସରେରେ ପାଳିତ ହୋଇଯାଇଛି।

ଏହି ଅବସରରେ ବିଶ୍ବବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ଵଜ ପଣ୍ଡା ଯୋଗ ଦେଇ ପ୍ରଥମେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି,ଵିଶ୍ଵବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ ,ଅଧ୍ୟାପକ ,ଅଧ୍ୟାପିକା,କର୍ମଚାରୀ ବୃନ୍ଦଙ୍କୁ ସୁବେଛା ଜଣାଇବା ସହ ବିଶ୍ୱବିଦ୍ୟାଳୟରେ ଅନୁସନ୍ଧାନ ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ। ।

ଏଥିରେ ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ, କୃଷି ମହାବିଦ୍ୟାଳୟର ଡ଼ିନ ପ୍ରଫେସର ସନ୍ତୋଷ କୁମାର ପଣ୍ଡା,ସ୍କୁଲ ଅଫ ଇଂଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜି ଡିନ ଏ. ବି .ଶ୍ରୀନିବାସ ରାଓ ,ଡିନ ଏକାଡେ଼ମୀକସ ଡ଼ଃ ଏ ଭି ଏନ ଏଲ ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ଵିଭାଗୀୟ ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।ଏହି ଅବସରରେ ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓଙ୍କ ଦ୍ୱାର ଲିଖିତ ପୁସ୍ତକ କଷ୍ଟ ଆଣ୍ଡ ମେନଜେମେଣ୍ଟ ଆକାଉଣ୍ଟଙ୍ଗର ଉନ୍ମୋଚନ କରାଯାଇଥିଲା।

Related posts

ଶ୍ରୀ ନିରଞ୍ଜନ ବିଶି ଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

Odisha Halchal

ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କାରୀ ଙ୍କୁ ଛାଡ଼ିବା ହେଲା ମହଙ୍ଗା

Odisha Halchal

ସଙ୍କଟରେ କୁମ୍ଭକାର(କୁମ୍ଭାର) ଙ୍କ ପରିବାର

Odisha Halchal

Leave a Comment