ଅପରାଧଓଡ଼ିଶା ଖବରନ୍ୟୁଜ୍ଆନ୍ଧ୍ରର ଆଉ ଏକ ଚାଲ୍: ଓଡ଼ିଆକୁ ଆଦିବାସୀ ଭାଷା କହି ଦେଲା ମାନ୍ୟତାOdisha HalchalJuly 5, 2022 by Odisha HalchalJuly 5, 2022022 ଗତ କିଛିଦିନ ପୂର୍ବେ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀଠାରେ ଆନ୍ଧ୍ର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ ରାଜନ ଦୋରା ଛଅଟି ଆଦିବାସୀ ଭାଷାରୁ ତେଲୁଗୁ ଓ ଇଂରାଜୀ ଶିଖିବା ପାଇଁ ଉପଯୋଗୀ ପୁସ୍ତକର ଉନ୍ମୋଚନ କରିଥିବା ଆନ୍ଧ୍ରପ୍ରଦେଶର...
ଅପରାଧଓଡ଼ିଶା ଖବରନ୍ୟୁଜ୍ଯୌତୁକ ନିର୍ଯାତନା ଦେଇ ଘରୁ ତଡ଼ିବା ପରେ ସ୍ବାମୀର ଦ୍ବିତୀୟ ବିବାହOdisha HalchalJuly 5, 2022 by Odisha HalchalJuly 5, 2022023 ଅଧିକ ଯୌତୁକ ପାଇଁ ବୋହୂକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲା ସ୍ବାମୀ। କିନ୍ତୁ ଯୌତୁକ ଆଣି ନ ପାରିବାରୁ ଶ୍ବଶୁରଘର ଲୋକେ ବୋହୂକୁ ଘରୁ ତଡ଼ିଦେଲେ। କନ୍ୟାପକ୍ଷ ନ୍ୟାୟ ପାଇଁ ପୁଲିସର ଦ୍ବାରସ୍ଥ...
ଅପରାଧଓଡ଼ିଶା ଖବରନ୍ୟୁଜ୍ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଛାତ୍ରୀ ନିଖୋଜ, ମିଳୁନି ପତ୍ତାOdisha HalchalJuly 5, 2022 by Odisha HalchalJuly 5, 2022022 ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଜଣେ ଛାତ୍ରୀ ନିଖୋଜ ହୋଇଯାଇଛନ୍ତି।ତାଙ୍କ ନାଁ ସୁଭାଷିନୀ ମଲ୍ଲିକ। ସେ ଯୁକ୍ତ ୩ ଓଡ଼ିଶୀ ବିଭାଗର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ସୁଭାଷିନୀ ଶୁକ୍ରବାରଠୁ ନିଖୋଜ ଥିବା ନେଇ ତାଙ୍କ...
ଅପରାଧଦେଶ ବିଦେଶନ୍ୟୁଜ୍ଦେବାଦେବୀଙ୍କ ଫଟୋ ଥିବା ପେପର ଖୋଳରେ ବିକୁଥିଲେ ଚିକେନ, ପୁଲିସ ଆସିବାରୁ ଛୁରୀ ଧରି ଗୋଡ଼ାଇଲେOdisha HalchalJuly 5, 2022 by Odisha HalchalJuly 5, 2022017 ଜଣେ ମୁସଲିମ ବ୍ୟକ୍ତି ହିନ୍ଦୁ ଦେବାଦେବୀଙ୍କ ଫଟୋ ଥିବା ପେପର ଖୋଳ ଭିତରେ ଚିକେନ୍ ଭର୍ତ୍ତି କରି ବିକୁଥିଲେ। ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ଥିଲା। ହେଲେ ପୁଲିସ ଆସିବା...
ଅପରାଧଓଡ଼ିଶା ଖବରନ୍ୟୁଜ୍ଖେଳ ମାଷ୍ଟରାଣୀଙ୍କ ପ୍ରେମ ଖେଳ ସ୍ୱାମୀଙ୍କ ପାଇଁ ସାଜିଲା କାଳOdisha HalchalJuly 4, 2022 by Odisha HalchalJuly 4, 2022019 ମୋ ସ୍ତ୍ରୀକୁ ମୁଁ ବିବାହ ପରେ ପାଠ ପଢାଇଲି, ପାଠ ପଢ଼ାଇଲା ପରେ ଚାକିରୀ ପାଇଲା, ଶେଷରେ ଏମିତି ପ୍ରେମ ଗାଡି ଚଲାଇଛନ୍ତି ନିଜେ ପାଗଳୀ ହୋଇଛନ୍ତି। ବରିଷ୍ଠ ସାମ୍ବାଦିକଙ୍କୁ ପ୍ରେମରେ ପାଗଳ କରିଛନ୍ତି।...
ଅପରାଧଓଡ଼ିଶା ଖବରନ୍ୟୁଜ୍ଖୋଲା ଚ୍ୟାଲେଞ୍ଜ କରି ଧୁମ୍ ଫିଲ୍ମ୍ ଷ୍ଟାଇଲ ଚୋରିOdisha HalchalJuly 4, 2022 by Odisha HalchalJuly 4, 2022023 ଚୋରୀ କଲେ ଯଦି ଧରି ପାରୁଛ ହେଲେ ଧର ବୋଲି ଖୋଲା ଚ୍ୟାଲେଞ୍ଜ କରି ଧୁମ୍ ଫିଲ୍ମ୍ ଷ୍ଟାଇଲ ଚୋରି କରି ଚୋର ଲେଖିଲେ ଧୁମ୍ ୪ , ସାମଗ୍ରୀ ଚୋରି କରି ଯିବା...
ଅପରାଧଓଡ଼ିଶା ଖବରନ୍ୟୁଜ୍ମମିତା ମେହେର ହତ୍ୟାକାଣ୍ଡରେ ଆଉ କାହାର ସମ୍ପୃକ୍ତିOdisha HalchalJuly 4, 2022 by Odisha HalchalJuly 4, 2022017 ଆଜି ବିଧାନସଭାରେ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପ୍ରଶ୍ନରେ ଚର୍ଚ୍ଚିତ ମମିତା ମେହେର ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଛନ୍ତି ।ଏହି ହତ୍ୟାକାଣ୍ଡ ମାମଲାରେ ଗୋବିନ୍ଦ ସାହୁ ଏବଂ ରାଧେ ଶ୍ୟାମ...
ଅପରାଧଓଡ଼ିଶା ଖବରନ୍ୟୁଜ୍ଦୁଇ କିନ୍ନର ଗୋଷ୍ଠୀଙ୍କ ଗଣ୍ଡଗୋଳ ଘଟଣା, ୪ ଅଟକOdisha HalchalJuly 4, 2022 by Odisha HalchalJuly 4, 2022015 ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀଙ୍କ ମଧ୍ୟରେ ଆକ୍ରମଣ ଘଟଣା । ପୋଲିସ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଏବେ ଯାଏଁ ୪ଜଣ କିନ୍ନରଙ୍କୁ ଅଟକ ରଖିଥିବା ଜଣାପଡିଛି । ତେବେ ଯଦି...
ଅପରାଧଓଡ଼ିଶା ଖବରନ୍ୟୁଜ୍୩ ବର୍ଷରେ ରାଜ୍ୟରେ ୧୫ ହଜାରରୁ ଅଧିକ ଦୁଷ୍କର୍ମ ମାମଲାOdisha HalchalJuly 4, 2022 by Odisha HalchalJuly 4, 2022017 ରାଜ୍ୟରେ ଚିନ୍ତାଜନକ ଭାବେ ବଢୁଛି ଦୁଷ୍କର୍ମ ମାମଲା। ଗତ ୩ ବର୍ଷ ଭିତରେ ମୋଟ ପ୍ରାୟ ୧୫ ହଜାର ଦୁଷ୍କର୍ମ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ...
ଅପରାଧଓଡ଼ିଶା ଖବରନ୍ୟୁଜ୍ଏଚ୍ଡିଏଫ୍ସି ବ୍ୟାଙ୍କ କିଓସ୍କ ମ୍ୟାନେଜରଙ୍କ ସମେତ ୩ ଗିରଫOdisha HalchalJuly 4, 2022 by Odisha HalchalJuly 4, 2022013 ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ HDFC କିଓସ୍କ ମ୍ୟାନେଜରଙ୍କ ସମେତ ୩ ଜଣ ଗିରଫ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଆସିଛି। ଜବ୍କାର୍ଡ କରାଇଦେବାକୁ କହି ଏମାନେ ଏଚ୍ଡିଏଫ୍ସି ବ୍ୟାଙ୍କରେ ଆକାଉଣ୍ଟ...