ଓଡ଼ିଶା ଖବରନ୍ୟୁଜ୍

ବଢୁଛି ଦନ୍ତା ହାତୀର ଦୌରାତ୍ମ୍ୟ,ଗାଁ ପସି ୨ ଜଣଙ୍କୁ କଚାଡ଼ି ମାରିଲା ହାତୀ

ବଢୁଛି ଦନ୍ତା ହାତୀର ଦୌରାତ୍ମ୍ୟ,ଗାଁ ପସି ୨ ଜଣଙ୍କୁ କଚାଡ଼ି ମାରିଲା ହାତୀ

ଢେଙ୍କାନାଳର ୨ଟି ସ୍ଥାନରେ ୨ ଜଣଙ୍କୁ କଚାଡ଼ି ମାରିଲା ହାତୀ । ଗୋଟିଏ ହିନ୍ଦୋଳ ରେଞ୍ଜ ନିମିଧା ସ୍ଥାନରେ ହୋଇଥିବା ବେଳେ ଅନ୍ୟଟି ତରକା ବେଡ଼ା ଗାଁ ହୋଇଥିବା ସୁଚନା ମିଳିଛି ।

ଫଳରେ ଦନ୍ତା ହାତୀର ଆକ୍ରମଣ ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ସୁଚନା ମିଳିଛି ।ସେହି ଦୁଇଜଣ ଯୁବକ ଉକ୍ତ ଗ୍ରାମର ବାସିନ୍ଦା ଅଟନ୍ତି ।

ତେବେ ଘଟଣାସ୍ଥଳରେ ବନ ବିଭାଗ ପହଂଚି ହାତୀର ଉପସ୍ଥିତି ଉପରେ ନଜର ରଖିଛି । ଏହାକୁ ନେଇ ଗ୍ରାମବାସୀଙ୍କ କ୍ଷେତ୍ରରେ ଅସନ୍ତୋଷ ମଧ୍ୟ ବଢିବାରେ ଲାଗିଛି । ବାରମ୍ବାର ଅଭିଯୋଗ ହେବା ଫଳରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ହୋଇଛି ।

Related posts

ବଢିଚାଲିଛି ଦେଶୀ ମଦ କାରବାର

Odisha Halchal

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ? ମୁହଁ ଖୋଲିଲେ ମନ୍ତ୍ରୀ

Odisha Halchal

ପିକ୍ଅପ ଭେନ ଓଲଟି ଦୁଇ ମୃତ ଦୁଇ ଗୁରୁତର

Odisha Halchal

Leave a Comment