ଅପରାଧଦେଶ ବିଦେଶନ୍ୟୁଜ୍

‘କାଳୀ’ ପୋଷ୍ଟରକୁ ନେଇ ବିବାଦ, ନିର୍ଦ୍ଦେଶକଙ୍କ ନାଁରେ ଏକାଧିକ ଏଫଆଇଆର

‘କାଳୀ’ ପୋଷ୍ଟରକୁ ନେଇ ବିବାଦ, ନିର୍ଦ୍ଦେଶକଙ୍କ ନାଁରେ ଏକାଧିକ ଏଫଆଇଆର

ଫିଲ୍ମ କାଳୀର ପୋଷ୍ଟର ବାହାରିବା ମାତ୍ରେ ବିବାଦ ଆରମ୍ଭ ହୋଇଯାଇଛି । ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବାର ଲାଗିଛି । ଏହି ଫିଲ୍ମର ନିର୍ମାତାଙ୍କୁ ଟାର୍ଗେଟ କରିଛନ୍ତି ।

ତେବେ ଏହି ଫିଲ୍ମଟିକୁ ନିର୍ଦ୍ଦେଶକ ଲୀନା ମଣିମେକଲାଇ ପ୍ରସ୍ତୁତ କରିଛନ୍ତି । ହେଲେ ଏହା ହିନ୍ଦୁମାନଙ୍କ ଭାବନାକୁ ଆଘାତ ଦେଉଥିବା ଲୋକେ କହିଛନ୍ତି । ରିଲିଜ ହୋଇଥିବା ପୋଶ୍ଟରରେ ଜଣେ ମହିଳା ମା କାଳୀ ପରି ପୋଷାକ ପିନ୍ଧିଛନ୍ତି ।

ଏହାସହିତ ସେ ସିଟାରେଟ ମଧ୍ୟ ଟାଣୁଛନ୍ତି । ଆଉ ଏକ ହାତରେ ସମ୍ପ୍ରଦାୟର ପତାକା ଧରିବା ସହିତ ତ୍ରିଶୂଳ ଧରିଛନ୍ତି । ଏନେଇ ଲୀନାଙ୍କ ବିରୋଧରେ ଏକାଧିକ ମାମଲା ପଞ୍ଜିକୃତ ମଧ୍ୟ ହୋଇସାରିଲାଣି ।

Related posts

ତାମିଲନାଡୁର ଦୁଇ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ

Odisha Halchal

ଯମ ରୂପୀ ଦାଦାର ବୀଭତ୍ସ କାଣ୍ଡ; ୪ ବର୍ଷୀୟା ଝିଆରୀକୁ ମାରିଲା ଟାଙ୍ଗିଆ ଚୋଟ

Odisha Halchal

ଦେଓଗାଁ ବ୍ଲକରେ ଭିଜିଲାନ୍ସ ରେଡ

Odisha Halchal

Leave a Comment