ଦେଶ ବିଦେଶନ୍ୟୁଜ୍

ସମ୍ପୁର୍ଣ୍ଣ ମାଗଣା ଟ୍ୱିଟ୍ ଉପରେ ଲାଗିବ ରୋକ୍‌,ଦେବାକୁ ପଡ଼ିବ ଟଙ୍କା

ସମ୍ପୁର୍ଣ୍ଣ ମାଗଣା ଟ୍ୱିଟ୍ ଉପରେ ଲାଗିବ ରୋକ୍‌,ଦେବାକୁ ପଡ଼ିବ ଟଙ୍କା

ଆଉ ମାଗଣା ନୁହେଁ ଟ୍ୱିଟ୍ ବ୍ୟବହାର । କାରଣ ଏବେ ଟ୍ୱିଟ୍ କରିବା ପାଇଁ ଏବେ ଆପଣଙ୍କୁ ଦେବାକୁ ପଡ଼ିବ ଟଙ୍କା । ସମ୍ପୁର୍ଣ୍ଣ ମାଗଣା ଟ୍ୱିଟ୍ ଉପରେ ରୋକ୍ ଲଗାଇବାକୁ ଏବେ ଯୋଜନା କରୁଛନ୍ତି ଟ୍ୱିଟରର ମାଲିକ ଏଲନ ମସ୍କ ।

ସରକାରୀ ଓ ବାଣିଜ୍ୟିକ ସଂସ୍ଥା ଉପରେ ଟ୍ୱିଟ୍ ଉପରେ ଦେୟ କରିବାକୁ ପଡ଼ିବ । ଏନେଇ ଟ୍ୱିଟ୍ କରି ସୁଚନା ଦେଇଛନ୍ତି ଟ୍ୱିଟରର ମାଲିକ ଏଲନ୍ ମସ୍କ । ସେହିପରି ସାଧାରଣ ୟୁଜର୍ସଙ୍କ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ।

ମାତ୍ର ବାଣିଜ୍ୟକ ଓ ସରକାରୀ ଅନୁଷ୍ଠାନ ପାଇଁ ଦେୟ ଧାର୍ଯ୍ୟ କରାଯିବ । ସୁଚନା ଅନୁସାରେ ଟ୍ୱିଟର ଗୋଟିଏ ଏପରେ ସୋସିଆଲ ମିଡ଼ିଆ ଯାହାକୁ ଅନେକ ୟୁଜର୍ସ ବ୍ୟବହାର କରନ୍ତି ତେବେ କିଛି ଦିନ ତଳେ ଏହି ଟ୍ୱିଟରକୁ ଏଲନ୍ ମସ୍କ କିଣି ନେଇଥିବା ବେଳେ ବର୍ତ୍ତମାନ ଏହା ଉପରେ କଟକଣା ଲଗାଇବାକୁ ଯୋଜନା କରୁଛନ୍ତି ।

ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଛି ଦିନ ତଳେ କିଣିଛନ୍ତି। ଯାହା ଫଳରେ ସେ ବତ୍ତର୍ମାନ ଏକ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ କମ୍ପାନୀର ସିଇଓ ପାରାଗ ଅଗ୍ରୱାଲ ଏବଂ ପଲିସି ମୁଖ୍ୟ ବିଜୟ ଗାଡେଙ୍କୁ ମଧ୍ୟ ହଟାଇ ଦିଆଯାଇପାରେ ।

ସେ କମ୍ପାନୀର ଦାୟିତ୍ୱ ନେବା ମାତ୍ରେ ଏଲନ୍ ମସ୍କ ମୁକ୍ତ ସେବା ବିଷୟ କଥା କହିଥିଲେ ।

Related posts

ଗୁଣୀ ଗାରେଡ଼ି ସନ୍ଦେହରେ ପିଟି ପିଟି ହତ୍ୟା କଲେ ଲୋକେ

Odisha Halchal

ଷଣ୍ଢ ଆତଙ୍କ , ଭୟରେ ଥରହର ଗ୍ରାମବାସୀ

Odisha Halchal

ପୋଖରୀ ଖୋଳାରେ ବ୍ୟାପକ ହରିଲୁଟ

Odisha Halchal

Leave a Comment