21 C
Bhubaneswar
Saturday, January 16, 2021
No menu items!
Home ଜୀବନଚର୍ଯ୍ୟା ଟମାଟୋ କରିବ ତ୍ୱଚାକୁ ଉଜ୍ଜ୍ୱଳ

ଟମାଟୋ କରିବ ତ୍ୱଚାକୁ ଉଜ୍ଜ୍ୱଳ

ଆଜିକାଲି ସମସ୍ତେ ନିଜ ଚେହେରାର ସୁନ୍ଦରତା ବଢାଇବାକୁ ଚାହାଁନ୍ତି ଓ ଅଧିକ ସୁନ୍ଦର ଦେଖାଯିବାକୁ ଚାହାଁନ୍ତି । ଏହି ମାମଲାରେ ଝିଅମାନେ ସବୁବେଳେ ଆଗରେ ରହିଥାନ୍ତି ଓ ନିଜ ଚେହେରାକୁ ସୁନ୍ଦର କରିବାକୁ ସେମାନେ ମେକଅପ୍ ସହ ମହଙ୍ଗା ପ୍ରଡକ୍ଟ ଓ କ୍ରିମ୍ ବ୍ୟବହାର କରିଥାନ୍ତି । କିନ୍ତୁ ଏହା କେବଳ କିଛି ଦିନ ପର୍ଯ୍ୟନ୍ତ ହିଁ ରହିଥାଏ । ହେଲେ ଆପଣ ଚାହିଁଲେ ଘରୋଇ ଉପାୟରେ ଚେହେରାକୁ ଅଧିକ ଉଜ୍ଜ୍ୱଳ କରିପାରିବେ । ଘରୋଇ ଉପାୟରେ ଆପଣ ଚେହେରା ପାଇଁ ଟମାଟୋ ବ୍ୟବହାର କରିପାରିବେ ।

କାରଣ ଟମାଟୋ ତ୍ୱଚା ପାଇଁ ବହୁତ ଲାଭଦାୟକ । ଏହା କେବଳ ଆମ ଚର୍ମକୁ ଚମକାଇଥାଏ, ତାହା ନୁହେଁ ଅନେକ ଫାଇଦା ମଧ୍ୟ ଦେଇଥାଏ । ଟମାଟୋ ପେଷ୍ଟ କ୍ରିମ୍ ତିଆରି କରିବା ପାଇଁ ପ୍ରଥମେ ଟମାଟୋକୁ କଞ୍ଚା କ୍ଷୀର ସହ ମିଶ୍ରଣ କରନ୍ତୁ । ଆପଣ ଏହି ମିଶ୍ରଣରୁ ପ୍ରସ୍ତୁତ ପେଷ୍ଟକୁ ତୁଳା ସାହାର୍ଯ୍ୟରେ ମୁହଁ ଏବଂ ବେକରେ ଲଗାଇ ପାରିବେ ।

ତା’ପରେ ଅଧା ଟମାଟୋ ଏବଂ ଚିନି ମିଶାଇ ମୁହଁରେ ହାଲୁକା ଭାବେ ମାଲିସ୍ କରନ୍ତୁ ଏବଂ ୧୫ ମିନିଟ୍ ପରେ ମୁହଁକୁ ଟାୱେଲରେ ଘୋଡାଇ ଦିଅନ୍ତୁ ଏବଂ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ବାଷ୍ପ ନିଅନ୍ତୁୁ । ଏପରି କରିବା ଦ୍ୱାରା ଆପଣ ଆପଣଙ୍କ ଚେହେରାରେ ଏକ ସୁନ୍ଦର ଆଲୋକ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

Most Popular

ରବିବାରର ରାଶିଫଳ…

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଏକାଦଶ ଚନ୍ଦ୍ର ହେତୁ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବ ଅନ୍ୟକୁ ଦେଇଥିବା...

କୋଭିଡ 19 ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସ୍ପିଟାଲ ମନୋନୀତ

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶ ବିଶେଷ ଭାବରେ ଟିକିରୀର ଉସାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ...

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬...

ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ: ଫିଡ଼ବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ...

Recent Comments