19 C
Bhubaneswar
Saturday, December 5, 2020
No menu items!
Home ଜୀବନଚର୍ଯ୍ୟା ଖାଦ୍ୟ ଏବଂ ବ୍ୟଜନଂ ଶରୀର ପାଇଁ କ୍ଷତିକାରକ ଆଖୁ ରସ

ଶରୀର ପାଇଁ କ୍ଷତିକାରକ ଆଖୁ ରସ

ଖରା ହେଲେ ସମସ୍ତେ ଥଣ୍ଡା ପାନୀୟ ଖୋଜିଥାନ୍ତି। ଏହି ସମୟରେ ଅନେକ ଆଖୁ ରସ ପିଇବାକୁ ପସନ୍ଦ ମଧ୍ୟ କରନ୍ତି। ହେଲେ ଏହା ବେଳେ ବେଳେ ଆମ ପାଇଁ କ୍ଷତିକାରକ ହୋଇଥାଏ। ବିଶେଷ କରି ରାସ୍ତା କଡରେ ମିଳୁଥିବା ଆଖୁ ରସ ଆଦୌ ପିଇବା କଥା ନୁହେଁ।

୧. ଆଖୁ ରସରେ ରହିଛି ପୋଟାସିୟମ୍‌, ଆଇରନ୍‌ ମ୍ୟାଗ୍ନେସିୟମ୍‌ ଏବଂ ଫସଫରସ୍‌ ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । ଯାହା ବେଳେ ବେଳେ ଅନେକଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇପାରେ।
୨. ତେବେ ଖରାଦିନେ ଏହାର ରସ କମ୍‌ ପିଇଲେ ଭଲ। ଯଦି ଆପଣ‌ଙ୍କର କିଛି ଶାରୀରିକ ସମସ୍ୟା ଅଛି, ତାହାଲେ ଏହାର ମାତ୍ରା ବଢ଼ି ଯାଇଥାଏ।
୩. ଏହା ଆମ ରକ୍ତକୁ ପତଳା କରିଥାଏ। ଏଥିରେ ପୋଲିକୋଷନାଲ୍‌ ନାମକ ଏକ ଦ୍ରବ୍ୟ ରହିଥାଏ ଯାହା ଆମ ରକ୍ତକୁ ପତଳା କରିପାରେ।
୪. ଯଦି ଆପଣଙ୍କୁ କାଶର ସମସ୍ୟା ଅଛି ତାହାଲେ ଆପଣ ଏହାକୁ ପିଇବା କ୍ଷତିକାରକ ହୋଇପାରେ। କାଶ ହେଲାବେଳେ ଆପଣ ଆଖୁ ରସ କଦାପି ପିଅନ୍ତୁ ନାହିଁ। ଏହା ଆପଣଙ୍କ ଶରୀରରେ କଫ ସମସ୍ୟା ବଢ଼ାଇପାରେ।
୫. ଆପଣଙ୍କ ଓଜନ ଯଦି ଅଧିକା ଅଛି ତାହାଲେ ଆପଣ ଆଖୁ ରସ ବିଲ୍‌କୁଲ୍‌ ପିଅନ୍ତୁ ନାହିଁ। ଏହା ଆପଣଙ୍କ ଓଜନ ଆହୁରି ବଢ଼ାଇବାରେ ସାହାଯ୍ୟ କରିଥାଏ। ଏଥିରେ ଅନେକ ମାତ୍ରାରେ କ୍ୟାଲୋରି ଏବଂ ସୁଗାର ରହିଥାଏ। ଯାହା ଆପଣଙ୍କ ଓଜନ ବଢ଼ାଇଥାଏ।
୬. ଯଦି ଆପଣଙ୍କର ପେଟଜନିତ କୌଣସି ସମସ୍ୟା ରହିଛି ତାହାଲେ ଆପଣ ଆଖୁ ରସ ବିଲ୍‌କୁଲ୍‌ ପିଅନ୍ତୁ ନାହିଁ।
୭. ଆଖୁ ରସରେ ନାଚୁରାଲ୍‌ ସୁଗାର୍‌ର ମାତ୍ରା ଅଧିକ ଥାଏ। ତେବେ ଆପଣ ଏହାକୁ ନିୟମିତ ଯଦି ପିଉଛନ୍ତି ତାହାଲେ ଆପଣଙ୍କୁ ଡାଇବେଟିସ୍‌ ହେବାର ମଧ୍ୟ ଅନେକ ସମ୍ଭାବନା ରହିଥାଏ।
୮. ଡାଇବେଟିସ୍‌ ରୋଗୀ ବିଲ୍‌କୁଲ୍‌ ଏହି ରସ ପିଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ହାନିକାରକ ହୋଇଥାଏ।
୯. ଯଦି ଆପଣ ଏହି ରସ କେବେ ପିଉଛନ୍ତି ତାହାଲେ ରସ ବାହାରିବାର ୧୫ ମିନିଟ୍‌ ଭିତରେ ହିଁ ଏହାକୁ ପିଅନ୍ତୁ। କାରଣ ଅଧିକ ସମୟ ଏହା ରହିଲେ ସେଥିରେ ଅକ୍ସିସାଇଡ୍‌ ନାମକ ଏକ ବ୍ୟାକ୍ଟେରିଆ ଜନ୍ମ ନେଇଥାଏ। ଯେଉଁଥିପାଇଁ ସଂକ୍ରମଣ ହେବାର ଅନେକ ସମ୍ଭାବନା ରହିଥାଏ।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments