21 C
Bhubaneswar
Saturday, January 16, 2021
No menu items!
Home ମୁଖ୍ୟ ଖବର ପ୍ରେମ ଆଗରେ ହାର ମାନିଛି ଜାତି ଓ ଧର୍ମ

ପ୍ରେମ ଆଗରେ ହାର ମାନିଛି ଜାତି ଓ ଧର୍ମ

ମାଲକାନଗିରି(କ୍ରିଷ୍ଣା ପଣ୍ଡା ରାୟ): ମାଲକାନଗିରି ଜିଲ୍ଲା ମାଥିଲି ଠାରେ ହୋଇଛି ଏକ ନିଆରା ବାହାଘର। ମୁସଲିମ କନ୍ୟାକୁ ହିନ୍ଦୁ ବର, ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରୁ ପ୍ରେମ ଆସି ଶେଷରେ ପହଞ୍ଚିଲା ମାଥିଲି ଗ୍ରାମକୁ। କନ୍ୟା ସୋଫିୟା ମୁସକାନ୍।

ମୁସଲିମ୍ ସମ୍ପ୍ରଦାୟର ଏବଂ ବରୋ ଶିବ କୁମାର ହିନ୍ଦୁ ଧର୍ମର ହୋଇଥିବାରୁ ଉଭୟଙ୍କର ପ୍ରେମ ଆଗରେ ପରିବାର ଲୋକେ ସାଜିଥିଲେ ଫାଟକ । ଉଭୟ ଉଭୟଙ୍କୁ ଏତେ ଭଲ ପାଉଥିଲେ ଯେ ଜଣେ ଅନ୍ୟଜଣଙ୍କ ବିନା ଦୁନିଆରେ ବଞ୍ଚିପାରବ ନାହିଁ। ଶେଷରେ ଦୁହେଁ ବାଧ୍ୟ ହୋଇ ଘରଛାଡି ଚାଲି ଆସିଥିଲେ ମାଥିଲି ଗ୍ରାମକୁ। ବଞ୍ଚିବାର ଅଛି ତ ଦୁହେଁ ବଞ୍ଚିବା ଏବଂ ମରିବା ତ ଦୁହେଁ ଏକାଠି ମରିବା। ପବିତ୍ର ପ୍ରେମକୁ ବଞ୍ଚେଇ ବା ପାଇଁ ଶିବ କୁମାରଙ୍କ ବନ୍ଧୁ ମାଲକାନଗିରି ଜିଲ୍ଲା ମାଥିଲି ଗ୍ରାମ ରେ ଥିବାରୁ ଦୁହେଁ ପଲେଇ ଆସିଥିଲେ ମାଥିଲି ଆଉ ସେଠାରେ ୧୦ ଦିନ ରହିଲେ ।

ଶେଷରେ ଗାଁ ଲୋକଙ୍କ ସବୁ କଥା ବୁଝେଇ କହିଲା ପରେ କିଛି ବ୍ରୁଦ୍ଧିଜୀବି ଏବଂ ତାଙ୍କର ପରିଜଣ ଦୁହିଁଙ୍କ ବିବାହ ପାଇଁ ସ୍ତାନିୟ ରାମମନ୍ଦିର ଠାରେ ଆୟୋଜଣ କରାଯାଇଥିଲା। ପ୍ରଭୁ ରାମଚନ୍ଦ୍ରଙ୍କ ସମ୍ମୁଖରେ ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ବ୍ରାହ୍ମଣ ପ୍ରେମି ଜୁଗୋଳଙ୍କୁ ବିବାହ କରେଇଥିଲେ। ଉଭୟଙ୍କ ୬ ବର୍ଷ ର ପ୍ରେମ କାହାଣୀକୁ ସଫଲ ହେଲା ଏବଂ ସାତ ଜନ୍ମ ପାଇଁ । ବିବାହ ବନ୍ଧନରେ ବାନ୍ଧି ହୋଇଗଲେ। ନିର୍ବିଶେଷରେ ଶେଷରେ ପ୍ରେମ ଆଗକୁ ହାର ମାନିଗଲା। ଜାତି ଓ ଧର୍ମ ଏବଂ ଲୋକଙ୍କ ପାଇଁ ଦୁହେଁ ଉଦାହରଣ ପାଲଟିଲେ।

LEAVE A REPLY

Please enter your comment!
Please enter your name here

Most Popular

ରବିବାରର ରାଶିଫଳ…

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଏକାଦଶ ଚନ୍ଦ୍ର ହେତୁ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବ ଅନ୍ୟକୁ ଦେଇଥିବା...

କୋଭିଡ 19 ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସ୍ପିଟାଲ ମନୋନୀତ

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶ ବିଶେଷ ଭାବରେ ଟିକିରୀର ଉସାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ...

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬...

ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ: ଫିଡ଼ବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ...

Recent Comments