ଭୁବନେଶ୍ବର: କରୋନା ସଂକ୍ରମଣକୁ ଦୃଷ୍ଟିରରେ ରଖି ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରରେ ଡଙ୍ଗା ଭସାଇବାକୁ ବାରଣ କରିବା ସହ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ତେବେ ଗାଇଡଲାଇନ୍ ଅନୁସାରେ ୩୦ ତାରିଖ ଦିନ ଡଙ୍ଗା ଭସା ଓ ଗାଧୋଇବା ଉପରେ କଟକଣା ଲଗାଇଛନ୍ତି ସରକାର। ଏଥିସହିତ ବାଲିଯାତ୍ରା ମଧ୍ୟ ବନ୍ଦ କରାଯାଇଛି।