21 C
Bhubaneswar
Saturday, January 16, 2021
No menu items!
Home ମୁଖ୍ୟ ଖବର ୧୫ରେ ନୂଆ ଭୋଟର ତାଲିକା

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସେ କହିଛନ୍ତି ଯେ, ‘ ଲୋକମାନେ ଭୋଟ ତାଲିକାରେ ନାଁ ଯୋଡିବା, କାଟିବା ଓ ତଥ୍ୟ ସଂଶୋଧନ କରିପାରିବେ । ଉଭୟ ଅଫଲାଇନ ଓ ଅନଲାଇନରେ ଏନେଇ ଆବେଦନ କରିପାରିବେ । ଏଥିପାଇଁ ପ୍ରତ୍ୟେକ ବୁଥ ଏରିଆରେ ବୁଥ ଲେବଲ ଅଫିସର ଅଛନ୍ତି । ବୁଥ ଲେବଲ ଅଫିସରଙ୍କ ସହ ଯୋଗାଯୋଗ କରି ଲୋକମାନେ ଫର୍ମ ନେଇପାରିବେ ।’ ତେବେ ୧୫ ଡିସେମ୍ବର ଯାଏଁ ଲୋକମାନେ ନିଜର ଭୋଟ ପରିଚୟ ପତ୍ର ସଂଶୋଧନ ପାଇଁ ଆବେଦନ କରିପାରିବେ । ୧୫ ଡିସେମ୍ବରରୁ ୫ ଜାନୁଆରୀ ଭିତରେ ଆବେଦନର ଯାଞ୍ଚ କରାଯିବ । ୧୫ ଜାନୁଆରୀରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସିଇଓ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Most Popular

କୋଭିଡ 19 ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସ୍ପିଟାଲ ମନୋନୀତ

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶ ବିଶେଷ ଭାବରେ ଟିକିରୀର ଉସାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ...

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬...

ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ: ଫିଡ଼ବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ...

ବଜେଟ ଉପରେ ରହିଛି ସମସ୍ତଙ୍କ ନଜର

ଆସନ୍ତା ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୧-୨୨କୁ ଉପସ୍ଥାପନ କରିବେ । କୋଭିଡ୍‌-୧୯ ସ୍ଥିତିରେ ମେଡିକାଲ ଖର୍ଚ୍ଚ ଏବଂ ବୀମାରେ ଅଧିକ ଟିକସ ରିହାତି ଦେଇପାରନ୍ତି ଅର୍ଥମନ୍ତ୍ରୀ । ଏହି...

Recent Comments