Category : ଓଡ଼ିଶା ଖବର

Featured posts

ଓଡ଼ିଶା ଖବରନ୍ୟୁଜ୍

ଟର୍ଚ୍ଚ ଲାଇଟରେ ଚାଲିଛି ସ୍ୱାସ୍ଥ୍ୟ ସେବା

Odisha Halchal
ରାଇଘର:-(ରିପୋର୍ଟ :-ଗୁଲସନ କୁମାର )ନାକଟିସିମୋଡା ଡିଏନକେ ଗ୍ରାମରେ ରାତିରେ ଏକ ହୃଦୟ ବିଦାରକ ଦୃଶ୍ୟ ମେଡିକାଲ୍ ପରିସରରେ ଦେଖିବାକୁ ମିଳିଛି l ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୁରୁତର ରୋଗୀଙ୍କୁ ଟର୍ଚ୍ଚ ଲାଇଟ ଦ୍ୱାରା ସେବା...
ଓଡ଼ିଶା ଖବରନ୍ୟୁଜ୍

ଆଜିର ଅପଡେଡ଼ ଖବର

Odisha Halchal
ଭୁବନେଶ୍ୱର :-୦୮/୦୧/୨୦୧୩ (ବ୍ୟୁରୋ ଓଡିଶା ହାଲଚାଲ)୧:-ସମ୍ବଲପୁର: ହୀରାକୁଦ ଡ୍ୟାମରେ ସକାଳ ୬ଟାରୁ ବିଦେଶାଗତ ପକ୍ଷୀ ଗଣନା ଆରମ୍ଭ, ଡ୍ୟାମକୁ ୧୫ଟି ସେକ୍ଟରରେ ବିଭକ୍ତ କରି ଚାଲିଛି ପକ୍ଷୀ ଗଣନା, ୩୦ ଜଣ ପକ୍ଷୀ ବିଶାରଦଙ୍କୁ...
ଓଡ଼ିଶା ଖବରନ୍ୟୁଜ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମଟରସାଇକେଲ ଚାଳକଙ୍କର ମୃତ୍ୟୁ

Odisha Halchal
ମାଲକାନଗିରି :-(ରିପୋର୍ଟ:-କ୍ରିଷ୍ଣପଦ ରାୟ)ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡି ଅଧିନସ୍ଥ ଏମଭି ୧୯ ନମ୍ବର ଛକ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ବସ୍ ଏବଂ ମଟରସାଇକେଲ ମଧ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣା...
ଓଡ଼ିଶା ଖବରନ୍ୟୁଜ୍

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର

Odisha Halchal
ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର) ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ 3 ଦିନିଆ ଜିଲ୍ଲା ଯୁବ ରେଡ଼କ୍ରସ ଶିବିର ଆଜି ଉଦଘାଟିତ ହୋଇଯାଇଛି l ଉଦ୍ଘାଟନୀ ଉତ୍ସବ...
ଓଡ଼ିଶା ଖବରନ୍ୟୁଜ୍

ଵିଜେଡି ପାଳିଲା ପ୍ରତିଷ୍ଠା ଦିବସ

Odisha Halchal
ମହାକାଳପଡ଼ା:-(ରିପୋର୍ଟ :-ଶଶିଭୂଷଣ ରାଉତ )ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଵିଜେଡି ର ପ୍ରତିଷ୍ଠା ଦିବସ ପାଳନ କରାଯାଉଥିବା ବେଳେ ଆଜି ମହାକାଳପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ  ବିଜୁ ଜନତା ଦଳ ର ତରଫରୁ...
ଅପରାଧଓଡ଼ିଶା ଖବରନ୍ୟୁଜ୍

କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସ ଦ୍ଵାରା ଆକ୍ରମଣ ଘଟଣାକୁ ନିନ୍ଦା

Odisha Halchal
କଣ୍ଟାବାଞ୍ଜି:-(ରିପୋର୍ଟ :-ପ୍ରମୋଦ କୁମାର ବେହେରା )କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ବରଗଡ କାର୍ଯ୍ୟରତ ସାମ୍ବାଦିକ ବଦ୍ରୀ ପ୍ରସାଦ ସାହୁଙ୍କୁ ବରଗଡ ପୋଲିସ ଦ୍ଵାରା ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ...
ଓଡ଼ିଶା ଖବରନ୍ୟୁଜ୍

ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।ପୋଲିସର ତନା ଘନା

Odisha Halchal
ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର) ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର।ପୋଲିସ ର ତନା ଘନା ଜାରି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମନ ମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଛପଟେ ଜଣେ ମହିଳାଙ୍କ...
ଓଡ଼ିଶା ଖବରନ୍ୟୁଜ୍

ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ

Odisha Halchal
ଅନୁଗୁଳ:-(ବ୍ୟୁରୋ ଓଡିଶା ହାଲଚାଲ) ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ । ସକାଳୁ ସକାଳୁ ଅଙ୍ଗାରବନ୍ଧ , ଛେଳିଆପଡା, ଗଡ଼ସନ୍ତ୍ରୀ ଓ ବାରସିଂହା ଗାଁ ଭଳି ଭିନ୍ନ ଭିନ୍ନ ଗାଁରେ ଏଭଳି ହାତୀ ଆକ୍ରମଣ କରିଛି...
ଓଡ଼ିଶା ଖବରନ୍ୟୁଜ୍

ପୋଖରୀରେ ବୁଡି ଶିଶୁପୁତ୍ର ମୃତ

Odisha Halchal
କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ )ପୋଖରୀରେ ପାଣିରେ ପଡି ଶିଶୁପୁତ୍ର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁରଥାନା ପିକୋଳ ପଞ୍ଚାୟତ ସାହିଗୋଡ଼ା ଗାଁରେ। ମୃତ ଶିଶୁପୁତ୍ର ହେଲେ...
ଓଡ଼ିଶା ଖବରନ୍ୟୁଜ୍

ଆଜିର ଅପଟୁଡେଟ ଖବର

Odisha Halchal
୧-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ପଞ୍ଜିକୃତ ହେଲେ ୫୫୪ଟି ହସ୍ପିଟାଲ l ଏଥି ମଧ୍ୟରୁ ୧୦୩ଟି ହସ୍ପିଟାଲ ବାହାର ରାଜ୍ୟର। ୨-ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬,୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ...