19 C
Bhubaneswar
Friday, December 4, 2020
No menu items!
Home ମୁଖ୍ୟ ଖବର ଦେଶ ବିଦେଶ

ଦେଶ ବିଦେଶ

କପଡ଼ା ଗୋଦାମରେ ଅଗ୍ନିକାଣ୍ଡ

ଅହମଦାବାଦ: ଅହମଦାବାଦର ପିରାନା ‘ଡମ୍ପିଙ୍ଗ୍‌ ୟାର୍ଡ’ ନିକଟ ଗଣେଶନଗର ଅଞ୍ଚଳରେ ଥିବା ଏକ କପଡ଼ା ଗୋଦାମରେ ବୁଧବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନ୍ୟୂନ ୯ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।ଅନ୍ୟ ତିନିଜଣ ଆହତ...

ଅର୍ଣ୍ଣବ ଗୋସ୍ବାମୀ ଗିରଫ

ମୁମ୍ବାଇ: ଇଣ୍ଟରିୟର ଡିଜାଇନରଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଟିଭିର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିଛି। ପୋଲିସ ଅର୍ଣ୍ଣବଙ୍କୁ ତାଙ୍କ ଘରୁ ଗିରଫ କରିଥିବାବେଳେ ତାଙ୍କୁ ମାଡ...

ଇଂଲଣ୍ଡକୁ ଫେରିଲା ଲକଡାଉନ

ଇଂଲଣ୍ଡ: ସଂକ୍ରମଣ ବଢ଼ୁଥିବାରୁ ଇଂଲଣ୍ଡକୁ ଫେରିଛି ଲକଡାଉନ୍। ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ବୋରିସ ଜୋନସନ ଲକଡାଉନ୍ ଘୋଷଣା କରିଛନ୍ତି। ଇତିମଧ୍ୟରେ ଇଂଲଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଛି।...

ଏଥର ଲାଗୁ ହେବନି ଅନ୍‌ଲକ୍‌-୬.୦

ନୂଆଦିଲ୍ଲୀ: ନଭେମ୍ବର ମାସ ପାଇଁ ଆସିବନି ଅନଲକ୍-୬ ଗାଇଡଲାଇନ। କେନ୍ଦ୍ର ସରକାର ନଭେମ୍ବର ଶେଷ ପର୍ଯ୍ୟନ୍ତ ଅନ୍‌ଲକ୍‌-୫.୦ ନିର୍ଦ୍ଦେଶାବଳିର ଅବଧିକୁ ବୃଦ୍ଧି କରିଛନ୍ତି। ସେପ୍ଟେମ୍ବର ମାସରେ ଜାରି ହୋଇଥିବା ଅନ୍‌ଲକ୍‌-୫.୦ ନିର୍ଦ୍ଦେଶାବଳି ନ‌ଭେମ୍ବର...

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ ସେ ସୁସ୍ଥ ଅନୁଭବ...

ପୁଣି ବଢ଼ିଲା ଆୟକର ରିଟର୍ଣ୍ଣର ଅବଧି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଦାତାଙ୍କ କର ଦାଖଲ ସମୟସୀମାକୁ ପୁଣି ବୃଦ୍ଧି କରିଛନ୍ତି। ୨୦୧୯-୨୦୨୦ ଆର୍ଥିକ ବର୍ଷରେ ଆୟକର ପୈଠ କରିବାକୁ ଥିବା ଲୋକ ଓ ସଂସ୍ଥା ଆସନ୍ତା ଡିସେମ୍ବର...

ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା ନାବାଳିକା

ଚିତ୍ରକୂଟ: ହାଥରସ ଘଟଣା ମନରୁ ଲିଭିନଥିବାବେଳେ ଉତ୍ତରପ୍ରଦେଶର ଚିତ୍ରକୂଟରୁ ପୁଣି ଆସିଛି ଏକ ହୃଦୟ ବିଦାରକ ଖବର। ହାତବାନ୍ଧି ବସିବାରୁ ଏଠାରେ ଜଣେ ଗଣଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା କରିଛନ୍ତି। ଗଣଦୁଷ୍କର୍ମ ପରେ ଏହି...

ଆରୋଗ୍ୟ ସେତୁ ଆପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ୱାଶିଂଟନ: କରୋନା ଭାଇରସ ବିରୋଧରେ ମୁକାବିଲା କରିବା ପାଇଁ ଭାରତ ପ୍ରସ୍ତୁତ ଆରୋଗ୍ୟ ସେତୁ ଆପ୍‌କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା କରିଛି। ଆରୋଗ୍ୟ ସେତୁ ଆପ୍‌ ଦେଶର କରୋନା କ୍ଲଷ୍ଟର ଚିହ୍ନଟ...

ଗଣଦୁଷ୍କର୍ମ ପରେ ପୁଅ ସହ ମାଙ୍କୁ ବାନ୍ଧି ନଦୀକୁ ଫୋପାଡ଼ିଦେଲେ

ବକ୍ସର: ବିହାର ବକ୍ସରରେ ଘଟିଛି ପୁଣି ଏକ ବର୍ବରତା। ପାଞ୍ଚ ବର୍ଷର ପୁଅ ସହ ବ୍ୟାଙ୍କ ଯାଉଥିବା ଜଣେ ମହିଳାଙ୍କ ସହ ହୋଇଛି ଗଣଦୁଷ୍କର୍ମ। ସେତିକିରେ କଥା ସରିନି। ଦୁଷ୍କର୍ମ ପରେ ମହିଳା ଏବଂ ତାଙ୍କ...

ନ୍ୟୁଜ ଚ୍ୟାନେଲ ପାଇଁ ଆସିଲା ଗାଇଡ଼ଲାଇନ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଘରୋଇ ନ୍ୟୁଜ ଚ୍ୟାନେଲଗୁଡ଼ିକ ଏମିତି ଅନେକ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି, ଯାହା ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଗ୍ରୁପ୍‌ର ଛବିକୁ ଖରାପ କରୁଥିବା ଅଭିଯୋଗ ହେଉଛି। ସେହିପରି କିଛି...

କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ଵାନଙ୍କ ପରଲୋକ

ନୂଆଦିଲ୍ଲୀ: କେନ୍ଦ୍ର ଖାଦ୍ୟମନ୍ତ୍ରୀ ତଥା ଲୋକଜନ ଶକ୍ତି ପାର୍ଟି ନେତା ରାମ ବିଳାଶ ପାଶଓ୍ଵାନଙ୍କ ପରଲୋକ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।...

ଜାରି ହେଲା ଅନଲକ୍‌-୫.୦ ପାଇଁ ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଅନଲକ୍‌-୫.୦ ପାଇଁ ଗାଇଡ୍‌ଲାଇନ୍ ଜାରି କରଯାଇଛି। ଏହି ଗାଇଡଲାଇନ୍ ଅକ୍ଟୋବର ପହିଲାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ନୂତନ ଗାଇଡଲାଇନରେ...

Most Read

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...