Category : ବ୍ୟବସାୟ

ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟ

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ? ମୁହଁ ଖୋଲିଲେ ମନ୍ତ୍ରୀ

Odisha Halchal
ଲଗାତର ବଢ଼ି ଚାଲିଛି ତୈଳ ଦର। ଗତ ୫ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ପାଇଲାଣି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବ୍ୟବସାୟ

ବଢ଼ିଲା ପେଟ୍ରୋଲ ଡିଜେଲ ଦର

Odisha Halchal
ପୁଣି ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ। ପଞ୍ଚମ ଦିନରେ ଚତୁର୍ଥ ଥର ପାଇଁ ବଢ଼ିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ୮୫ ପଇସା ବୃଦ୍ଧି ପାଇଛି। ସେହିପରି ଡିଜେଲ ଲିଟର ପିଛା...
ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍ବିଶେଷ ଖବରବ୍ୟବସାୟ

ଏପ୍ରିଲରୁ ମହଙ୍ଗା ହେବ ଔଷଧ

Odisha Halchal
ପେଟ୍ରୋଲ ଡିଜେଲ, ତେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ପାଳି ଔଷଧର। ଏପ୍ରିଲରୁ ବଢ଼ିବାକୁ ଯାଉଛି ମେଡିସିନ୍‌ ଦର। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ।...
ଓଡ଼ିଶା ଖବରବ୍ୟବସାୟ

ପ୍ରଥମ ଦିନରେ ବକ୍ସ ଅଫିସରେ ଝଡ଼ ସୃଷ୍ଟି କଲା ‘ଆରଆରଆର’, ସିନେମା ଘର ଆଗରେ ଲାଗିଲା ଦର୍ଶକଙ୍କ ଲମ୍ବା ଲାଇନ୍‌

Odisha Halchal
ବହୁ ପ୍ରତିକ୍ଷିତ ଏସଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ, ଜୁନିଅର ଏନଟିଆର ଏବଂ ରାମ ଚରଣ ଅଭିନିତ ‘ଆରଆରଆର’ ଶେଷରେ ମୁକ୍ତିଲାଭ କରିଛି । ଫିଲ୍ମର ଟ୍ରେଲର ଏବଂ ଗୀତ ବହୁ ପୁର୍ବରୁ ଭାଇରାଲ ହୋଇସାରିଛି ।...
ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରବ୍ୟବସାୟ

ଆଜି ପୁଣି ଝଟ୍‌କା: ସପ୍ତାହରେ ୩ ଥର ବଢ଼ିଲା ପେଟ୍ରୋଲ ଦର

Odisha Halchal
ତେଲ ଦର ପୁଣି ବଢିଲା ।  ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି।...
ଓଡ଼ିଶା ଖବରନ୍ୟୁଜ୍ବ୍ୟବସାୟ

ଜାଲରେ ପଡିଲା ଇଲିଶି, କୋଟିପତି ହେଲେ ମତ୍ସ୍ୟଜୀବୀ

Odisha Halchal
ଜାଲରେ ପଡିଲା ଇଲିଶି । କୋଟିପତି ହେଲେ ମତ୍ସଜୀବୀ । ବର୍ଷା ଦିନେ ଇଲିଶି ମାଛ ଖାଇବାକୁ ଲୋକେ ଅନେଇ ବସିଥିଲେ । ଜଳବାୟୁ ପରିବର୍ତ୍ତନ ଯୋଗୁ ଏହା ସମ୍ଭବ ହେଲାନି । ହେଲେ...
ନ୍ୟୁଜ୍ବ୍ୟବସାୟ

ହଲ୍‌ମାର୍କ ହୋଇନଥିବା ଗହଣା ପରୀକ୍ଷା କରିହେବ

Odisha Halchal
ହଲମାର୍କ ହୋଇନଥିବା ଗହଣା ପାଖରେ ରଖିଥିବା ଗ୍ରାହକମାନେ ତାହାକୁ ନିକଟସ୍ଥ ଆସେଇଙ୍ଗ୍‌ ଓ ହଲମାର୍କିଂ ସେଣ୍ଟର୍‌ରେ ପରୀକ୍ଷା କରିପାରିବେ। ସାଧାରଣ ଲୋକମାନେ ଆଣୁଥିବା ଗହଣା ପରୀକ୍ଷା କରିବାକୁ ହଲମାର୍କିଂ ସେଣ୍ଟର୍‌ଗୁଡ଼ିକ ଅଗ୍ରାଧିକାର ଦେବେ ଏବଂ...
ଅପରାଧଓଡ଼ିଶା ଖବରନ୍ୟୁଜ୍ବ୍ୟବସାୟ

ମାଛ ମାର୍କେଟରେ ହଣାକଟା: ଦୁଇ ବେପାରୀଙ୍କ ମଧ୍ୟରେ ଗଣ୍ଡଗୋଳ

Odisha Halchal
ମାଛ ମାର୍କେଟରେ ହଣାକଟା । ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ହଣାକଟା ହୋଇଥିବା ଜଣାପଡିଛି । ଏହି ହଣାକଟାରେ ୨ ଜଣ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ଆଜି ବୁଧବାର...