28.1 C
Bhubaneswar
Saturday, June 12, 2021
No menu items!
Home ଜୀବନଚର୍ଯ୍ୟା ଖାଦ୍ୟ ଏବଂ ବ୍ୟଜନଂ ନିଦ ହେଉ ନଥିଲେ ପିଅନ୍ତୁ ଗାଜର ଜୁସ୍

ନିଦ ହେଉ ନଥିଲେ ପିଅନ୍ତୁ ଗାଜର ଜୁସ୍

ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତା ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। ନିଦ ଶରୀର ପାଇଁ ଅତି ଜରୁରୀ। ଶରୀରକୁ ଆରାମ ନ ମିଳିଲେ ନାନାପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଅନିଦ୍ରା ସମସ୍ୟା ଦୂର ପାଇଁ ପ୍ରତିଦିନ ସକାଳେ ଗାଜର ଜୁସ୍‌ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଗାଜର ଜୁସ୍‌ରେ ଭିଟାମିନ୍‌ ଏ, ସି, ଡି, ବି-୬, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ଲୌହ, କୋବାଲାମିନ୍‌, ସୋଡିୟମ୍‌, ପୋଟାସିୟମ୍‌, ପ୍ରୋଟିନ୍‌ ଆଦି ରହିଥାଏ। ଏହା କୋଲେଷ୍ଟରଲସ୍ତରକୁ କରିଥାଏ ନିୟନ୍ତ୍ରିତ। ଏହା ରକ୍ତଶର୍କରାସ୍ତର ସ୍ବାଭାବିକ କରିଥାଏ। ଫଳରେ ଡାଇବେଟିସ୍‌ରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Most Popular

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଅତି...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର:-୨୦୨୦ ଡିସେମ୍ୱର ୩ ତାରିଖରେ ଗିରଫ ହୋଇଥିଲେ । ତାପରଠୁ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଟାଟାରେ ଚାକିରି ନାଁରେ ଜାଲିଆତିରେ ତାଙ୍କର...

ଚୋରା ଚାଲାଣ ହାଇଓ୍ଵାରେ ଲାଗିଲା ନିଆଁ

କଟକ:-୧୧/୦୬/୨୧ (ରିପୋର୍ଟ- ତୁଷାର ଜ୍ୟୋତି ନାୟକ)  କାଠଯୋଡ଼ି ନଦୀରୁ ରାତିଅଧିଆ ବେଆଇନ ବାଲିଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବ ଥିବା ଅନୁମାନ କରାଯାଇଛି ।ବାଲିଚାଲାଣ କରୁଥିବା ଗାଡିର...

୩୯ ବର୍ଷୀୟା ମହିଳାଙ୍କ ପିଲାର ବାପା ୧୫ ବର୍ଷୀୟ ବାଳକ

ନ୍ୟୁଜିଲାଣ୍ଡ ର ୩୯ ବର୍ଷୀୟା ମହିଳାଙ୍କ ପିଲାର ବାପା ୧୫ ବର୍ଷୀୟ ବାଳକ । କିଶୋରମାନଙ୍କ ପ୍ରତି ଥିଲା ମହିଳାଙ୍କ ଅହେତୁକ ଦୁର୍ବଳତା ! ଦୁଇ ବାଳକଙ୍କ ଯୌନ ଶୋଷଣ ନେଇ ମହିଳାଙ୍କ...

Recent Comments