ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଶ୍ୱବିଦ୍ୟାଳୟର କୂଳପତିଙ୍କ ନାଁରେ ଏତଲା

ବିଶ୍ୱବିଦ୍ୟାଳୟର କୂଳପତିଙ୍କ ନାଁରେ ଏତଲା

ସମ୍ବଲପୁର ଲଜପତ ରାୟ ଲ କଲେଜର ପାଣ୍ଠିକୁ ଚଂଚକତା କରି ବିଶ୍ୱବିଦ୍ୟାଳୟ ପାଣ୍ଠିକୁ ଟ୍ରାନ୍ସଫର କରିଥିବା ଅଭିଯୋଗରେ ଏତଲା ଦେଇଛି ସଂଘ ।ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତିଙ୍କ ନାଁରେ ଥାନାରେ ଏତଲା ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୂଳପତି ପ୍ରଫେସର ସଂଜିବ ମିତ୍ତଲଙ୍କ ନାଁରେ ଏତଲା ଦେଲା ଲଜପତ ରାୟ ଲ କଲେଜର ଆଲୁମିନି ଆସୋସିଏସନ ।ସେଲ୍ଫ ଫାଇନନ୍ସି ଅର୍ଥ, କସନ ମନି ପରି କଲେଜରେ ଜମାଥିବା ୬୨ ଲକ୍ଷ ୬୭ ହଜାର ଟଙ୍କାକୁ ଟ୍ରାନ୍ସଫର କରିଥିବା ଅଭିଯୋଗ ।

ଏହା ସହ କଲେଜରେ ପୂର୍ବରୁ ଅବସ୍ଥାପିତ ଥିବି ଅଧ୍ୟକ୍ଷଙ୍କୁ ବାହାର କରି ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦେଇ ସେ ଏହି କାର୍ଯ୍ୟ କରିଥିବାନେଇ ଧନୁପାଲି ଥାନାରେ ଏତଲା ହୋଇଛି । ଜିଲ୍ଲା ଓକିଲ ସଂଘ ସମର୍ଥନରେ ଏତଲା ହୋଇଥିବା ଜଣାପଡିଛି ।

Related posts

ତୁ ଦିବ୍ୟାଙ୍ଗ, ଅଧିକ ଯୌତୁକ ଆଣିଲେ ଆସିବୁ

Odisha Halchal

ପ୍ରେମିକକୁ ଲୁଟି ଉଲଗ୍ନ କରି ଛାଡ଼ିଦେଲା ପ୍ରେମିକା

Odisha Halchal

ସେବା ଅନୁଷ୍ଠାନ ତରଫ ରୁ କମ୍ବଳ ବଣ୍ଟନ

Odisha Halchal

Leave a Comment