ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବ

ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବ

ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବା ନେଇ ସୁଚନା ଦେଲେ ଆଇଏମଡ଼ି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର । ଆକଳନ ଅନୁସାରେ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।

କ୍ରମେ ଉତ୍ତର ପଶ୍ଚିମକୁ ଗତି କରି ୮ସୁଦ୍ଧା ଅବପାତରେ ପରିଣତ ହେବ । ଯାହାଫଳରେ ଆଣ୍ଡାମାନ ସାଗର ଓ ଆଣ୍ଡାମାନ ଦ୍ୱୀପ ଅଚଂଳ ସମୁଦ୍ର ଅଶାନ୍ତ ରହିବ । ସେଠାରେ କାଲି ୪୦ ରୁ ୫୦ ଓ ୮ରେ ୫୫ରୁ ୭୫ କିମି ପର୍ଯ୍ୟନ୍ତ ପବନ ବହିପାରେ ।

ଏହା ମଧ୍ୟ କୁହାଯାଇଛି ଯେ ଆଣ୍ଡାମାନ ସାଗରର ଲଘୁଚାପ ପ୍ରଭାବ ଏବେ ଓଡ଼ିଶାକୁ ନାହିଁ । ଓଡ଼ିଶା ଠାରୁ ବହୁ ଦୂରରେ ଥିବାରୁ ଏହାର ପ୍ରଭାବ ଏବେ ଓଡ଼ିଶାରେ ପଡ଼ିବ ନାହିଁ । ତେଣୁ ଓଡ଼ିଶରେ ଏବେ ହେଉଥିବା ବର୍ଷା କାଳବୈଶାଖୀ ଜନିତ ବୋଲି ସୁଚନା ଦେଇଛନ୍ତି ଆଇଏମଡ଼ି ମହାନିର୍ଦ୍ଦେଶକ ।

ଅନ୍ୟପଟେ ସାମ୍ଭାବ୍ୟ ବାତ୍ୟା ଆସାନୀ କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ ଆରମ୍ଭ କରାଯାଇଛି । ଏସଆରସିଙ୍କ ପକ୍ଷରୁ ୧୮ ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସୁଚନା ଦିଆଯାଇଛି । ଏବେ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି ।

Related posts

ପୂର୍ବ ଶତ୍ରୁତାରୁ ନୂଆଗାଁ ଛକରେ ବୋମା ମାଡ଼

Odisha Halchal

ଲକ୍ଷ୍ମିପଦର ଗାଁ ନିକଟରେ 2 ମୋଟରସାଇକଲ୍ ମୁହାଁ ମୁହିଁ ଧକ୍କା

Odisha Halchal

ଟାହିଟାପରା ଉଜାଡ଼ି ଦେଲା ସଂସାର; ସ୍ୱାମୀର ଦଶାହରେ ଆଖି ବୁଜିଲା ସ୍ତ୍ରୀ

Odisha Halchal

Leave a Comment