ଅପରାଧଓଡ଼ିଶା ଖବରନ୍ୟୁଜ୍

ପୋଲିସ ଉପରେ ଆକ୍ରମଣ, ସାତ ମହିଳା ଗିରଫ

ପୋଲିସ ଉପରେ ଆକ୍ରମଣ, ସାତ ମହିଳା ଗିରଫ

ପୋଲିସ ଉପରେ ଆକ୍ରମଣ ଘଟଣାରେ ପୋଲିସ ସାତ ଜଣ ମହିଳାଙ୍କୁ ଗିରଫ କରିଛି। ଘଟଣା ଘଟିଛି ସଦରଥାନା ବ୍ରାହ୍ମଣୀ ବାଛପୁର ଗାଁ। ଏକଚୋରା ଗାଡି ବୋଲେରୋ ଯାଞ୍ଚ ପାଇଁ ବୈୟରୀ ଥାନା ଓ ବରୀ ଥାନା ତରପରୁ ଚଢ଼ାଉ କରାଯାଇଥିବା ସମୟରେ ପୋଲିସ ଉପରେ ହୋଇଥିଲା ଆକ୍ରମଣ। ସଦରଥାନା ମାମଲା ରୁଜୁ ପରେ ଏହି ଘଟଣାରେ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସଦରଥାନା ପୋଲିସ ।

Related posts

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜିଙ୍କ ସୂଚନା

Odisha Halchal

ବାରିପଦା ସହର ମଧ୍ୟରୁ ୧୮ ଲକ୍ଷର ଧଳା ଜହର ଜବତ, ମହିଳା ଗିରଫ

Odisha Halchal

ବର୍ଷାଙ୍କୁ ଝଟକା, ଅନୁଭବଙ୍କ ପୈତୃକ ଘର ଛାଡ଼ିବାକୁ କୋର୍ଟଙ୍କ ନିର୍ଦ୍ଦେଶ

Odisha Halchal

Leave a Comment