ଓଡ଼ିଶା ଖବରନ୍ୟୁଜ୍

ପରିଣତ ବୟସରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ୯୫ ବର୍ଷର ବୃଦ୍ଧା: ଭୋଟ ଦେଲେ

ପରିଣତ ବୟସରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ବୃଦ୍ଧା

ବୟସ ୯୫ ବର୍ଷ । ନା ହେଉଛି ବୈଦେଇ ସାଲମା । ଚମ ଧୁଡୁ ଧୁଡୁ, ଚାଲି ବୁଲି ପାରୁନାହାନ୍ତି । ପୁଅ ବୋହୁ ହିଁ ସାହା ଓ ଭରସା । ହେଲେ ବୟସର ସାୟାହ୍ନରେ ବି ନିର୍ବାଚନର ପର୍ବରେ ସାମିଲ ହେବାର ଇଛା ରଖିଛନ୍ତି ବୁଢ଼ୀ ମାଉସୀ ।

କାନକୁ ଶୁଭୁନି ଆଖିକୁ ଦିଶୁନି ହେଲେ ଭୋଟ ଦେବାପାଇଁ ନିଜ ବୁଥକୁ ପହଁଚି ଭୋଟ ଦେଇଛନ୍ତି ଗାଁର ଉନ୍ନତି ପାଇଁ ।

ଗାଁ ପୁଅ ସୁଶାନ୍ତ ସିଂହ ମନ୍ତ୍ରୀ ଅଛନ୍ତି ତାଙ୍କୁ ମନ ଭିତରେ ଖୋଜୁ ଖୋଜୁଥିଲେ । ଆଉ ମିଳିବା ପରେ ଭୋଟ ଗ୍ରହଣ କେନ୍ଦ୍ରରେ କହିଲେ ମୋତେ ସମସ୍ତେ ହସୁଛନ୍ତି । ସୁଶାନ୍ତ ମୋ ପୁଅ କହିଲି କେହି ବିଶ୍ୱାସ ମଧ୍ୟ କରୁନାହାନ୍ତି ।

ଏମିତି କିଛି ଦୁଇପଦ ଆଲୋଚନା କଲେ ବୁଢ଼ି ମାଉସୀ ଓ ମନ୍ତ୍ରୀ ସୁଶାନ୍ତ ସିଂ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ସୋହେଲା ବ୍ଲକ ବାଉଁସେନମୋରା ପଂଚାୟତର ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଗାଁ ବାଉଁସେନମୋରା ଗାଁରେ ।

Related posts

ହିନ୍ଦୁ ଏକତା ବାହିନୀ ଭବାନୀ ସେନା ପକ୍ଷରୁ ବିଶାଳ ମଟର ସାଇକେଲ ସଭାଯାତ୍ରା

Odisha Halchal

ଗ୍ଲାମରସ୍‌ ୱାର୍ଲ୍ଡରେ ଏଣ୍ଟ୍ରି କରୁ କରୁ ବଦଳି ଗଲା ଷ୍ଟାରକିଡ୍‌ଙ୍କ ଲୁକ୍‌

Odisha Halchal

ଦୌଡୁଛି ବଜାର, ସୁଧୁରୁଛି ଅର୍ଥବ୍ୟବସ୍ଥା ! ଏପ୍ରିଲରେ ସର୍ବକାଳୀନ ୧.୬୮ ଲକ୍ଷ କୋଟି ଜିଏସଟି ସଂଗ୍ରହ

Odisha Halchal

Leave a Comment