ଓଡ଼ିଶା ଖବରନ୍ୟୁଜ୍

ଟ୍ରକକୁ ଧକ୍କା ଦେଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

ଟ୍ରକକୁ ଧକ୍କା ଦେଲା ବାଇକ୍‌ ଜଣେ ମୃତ, ୨ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ବାଇକ୍‌ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ରାସ୍ତା ବଥର୍ଲା ନିକଟରେ ଦୁର୍ଘଟଣା ଘଟିଛି । ବାଇକ୍‌ଟି ଅନିୟନ୍ତ୍ରିତ ଭାବେ ଟ୍ରକକୁ ଧକ୍କା ଦେଇଥିଲା । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ତେବେ ଏବେ ଯାଏଁ ମୃତାହତଙ୍କ ପରିଚୟ ହସ୍ତଗତ ହୋଇନାହିଁ ।

Related posts

ଭାରତ ବନ୍ଦ ଯୋଗୁ ମିଳିବନି କି ପେଟ୍ରୋଲ, ସ୍ପଷ୍ଟ କଲା ସଂଘ

Odisha Halchal

ଦବଙ୍ଗ ଷ୍ଟାଇଲ ଓ ବେଖତିର୍ ରେ ଚୋରି

Odisha Halchal

ବିପୁଳ ପରିମାଣର ଚୋରି ତମ୍ବା ତାର ଓ ଅନ୍ୟ ସାମଗ୍ରୀ ଜବତ

Odisha Halchal

Leave a Comment