ଓଡ଼ିଶା ଖବରନ୍ୟୁଜ୍

ଗୁଣୁପୁର ର ଯାହା ବି ବିକାଶ ହୋଇଛି ବିଜେଡ଼ି ସରକାର କରିଛନ୍ତି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହେଁ

ଗୁଣୁପୁର ର ଯାହା ବି ବିକାଶ ହୋଇଛି ବିଜେଡ଼ି ସରକାର କରିଛନ୍ତି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହେଁ

ଗୁଣୁପୁର ର ଯାହା ବି ବିକାଶ ହୋଇଛି ବିଜେଡ଼ି ସରକାର କରିଛନ୍ତି : କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହେଁ – ଜିଲ୍ଲା ବିଜେଡି ସଭାପତି

ଗୁଣୁପୁର , ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇଛି । ରାୟଗଡା ଜିଲ୍ଲା ଗୁଣୁପୁର ପୋୖର ପରିଷଦ ନିର୍ବାଚନ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କାରଣ ନିର୍ବାଚନ ମଇଦାନରେ ଏଠାରେ ଶାସକ ବିଜୁ ଜନତା ଦଳ ଓ ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେଉଛି । ଶାସକ ଦଳ ପକ୍ଷରୁ ଅଧ୍ୟକ୍ଷା ପ୍ରାର୍ଥୀ ସମେତ ସମସ୍ତ 19 ଟି ୱାର୍ଡ ରେ କାଉନ୍ସେଲର ପ୍ରାର୍ଥୀଗୁଣୁପୁର ର ଯାହା ବି ବିକାଶ ହୋଇଛି ବିଜେଡ଼ି ସରକାର କରିଛନ୍ତି : କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହେଁ – ଜିଲ୍ଲା ବିଜେଡି ସଭାପତି

ଗୁଣୁପୁର , ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇଛି । ରାୟଗଡା ଜିଲ୍ଲା ଗୁଣୁପୁର ପୋୖର ପରିଷଦ ନିର୍ବାଚନ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ପରିସରକୁ ଆସିଛି । କାରଣ ନିର୍ବାଚନ ମଇଦାନରେ ଏଠାରେ ଶାସକ ବିଜୁ ଜନତା ଦଳ ଓ ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହେଉଛି । ଶାସକ ଦଳ ପକ୍ଷରୁ ଅଧ୍ୟକ୍ଷା ପ୍ରାର୍ଥୀ ସମେତ ସମସ୍ତ 19 ଟି ୱାର୍ଡ ରେ କାଉନ୍ସେଲର ପ୍ରାର୍ଥୀ ଦିଆଯାଇଥିବା ବେଳେ ଅନୁରୂପ ଭାବେ ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ସମସ୍ତ ୱାର୍ଡ ରେ ପ୍ରାର୍ଥୀ ଦେବା ସହ ଅଧ୍ୟକ୍ଷା ପ୍ରାର୍ଥୀ ଦେଇଛନ୍ତି । ତେବେ ଉକ୍ତ ସ୍ୱାଧୀନ ପ୍ରାର୍ଥୀ ଜଣକ ଗୁଣୁପୁର ର ବିକାଶ ତାଙ୍କ ଅମଳରେ ହୋଇଛି ଯାହା କିଛି ହୋଇଛି ସେସବୁ ସେ ନିଜେ ବିକାଶ କରିଛନ୍ତି ବୋଲି କୁଆଡ଼େ ଅପ ପ୍ରଚାର କରି ବର୍ତ୍ତମାନ ନିଜ ସପକ୍ଷରେ ଭୋଟ୍ ମାଗୁଥିବା ବିଜେଡି ଅଭିଯୋଗ କରିଛି । ଆଜି ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁଧୀର ଦାସ ଏହି ଅଭିଯୋଗ ଆଣିବା ସହ ଉକ୍ତ ଅପ ପ୍ରଚାର କୁ ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ବିଗତ ଦିନରେ ଗୁଣୁପୁର ର ଯାହା କିଛି ବିକାଶ ହୋଇଛି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ଓ ବିଜେଡି ଯୋଗୁଁ ସମ୍ଭବ ହୋଇଛି ।

ରାଜ୍ୟ ସରକାର ଅନୁଦାନ ନ ଦେଇଥିଲେ କିଭଳି ସହରର ବିକାଶ ହୋଇ ପାରିଥାନ୍ତା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଆଜି ଯେଉଁ ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ଵାର୍ଥ ନିମିତ୍ତ ଗୁଣୁପୁର ର ବିକାଶ ନିଜେ କରିଥିବା ପ୍ରଚାର କରୁଛନ୍ତି, ବିଗତ ଦିନରେ ସେ ବିଜେଡି ରୁ ହିଁ ଏନଏସି ର ଅଧ୍ୟକ୍ଷ ଦାୟିତ୍ୱ ରେ ଥିଲେ । ଦଳ ତାଙ୍କୁ ସମସ୍ତ ପ୍ରକାର ସହାୟତା ଓ ସମର୍ଥନ ଦେଇଥିଲା । ଓଡିଶା ସରକାରଙ୍କ ଅନୁଦାନ ରେ ହିଁ ଗୁଣୁପୁର ରେ ବିଭିନ୍ନ ପାର୍କ, ଆଲୋକୀକରଣ, ଓସାରିଆ ରାସ୍ତା, ନାରୀ ସଶକ୍ତିକରଣ, ଜାଗା ମିଶନ, ଇଣ୍ଡୋର ଷ୍ଟାଡିୟମ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ, ଶୌଚାଳୟ ନିର୍ମାଣ ଭଳି ଅନେକ କାର୍ଯ୍ୟ ସମ୍ପାଦନ ହୋଇଛି । ଏସବୁ କାର୍ଯ୍ୟ କୌଣସି ବ୍ୟକ୍ତି ବିଶେଷ ଙ୍କ ଦୟାରୁ ହୋଇନାହିଁ ବରଂ ନବୀନ ପଟ୍ଟନାୟକଙ୍କ ଗୁଣୁପୁରବାସୀଙ୍କ ପ୍ରତି ଥିବା ଆନ୍ତରିକତା ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ଶ୍ରୀ ଦାସ କହିଥିଲେ ।

ଆଗମୀ ଦିନରେ ସେଫାଳି ପାହାଡ ଉପରକୁ ପକ୍କା ରାସ୍ତା, ଆଧୁନିକ ସ୍ମଶାନ ଘାଟ, ଆଦର୍ଶ ପାଠାଗାର, ବୋଟିଂ ୱାଟର ପାର୍କ ନିର୍ମାଣ, 25 ଗୋଟି ନୂତନ ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ସରକାର ମଞ୍ଜୁରୀ ଦେଇଛନ୍ତି । ଖୁବଶୀଘ୍ର ଏସବୁ କାର୍ଯ୍ୟ ସମ୍ପାଦନ କରାଯିବ । ଏ ଲଢେ଼ଇ ଦୁଷ୍ଟ ଶକ୍ତି, ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୋଧ ରେ ଲଢେ଼ଇ ଓ ସ୍ୱାଭିମାନ ର ଲଢେ଼ଇ । ତେଣୁ ପୌର ପରିଷଦ ର ପ୍ରତ୍ୟେକ ଭୋଟର ବିଜେଡି ପ୍ରାର୍ଥୀ ଙ୍କୁ ଜିତେଇ ସହରର ଦ୍ରୁତ ବିକାଶ ରେ ଭାଗିଦାରୀ ହେବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ । ଦିଆଯାଇଥିବା ବେଳେ ଅନୁରୂପ ଭାବେ ବିଦ୍ରୋହୀ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ସମସ୍ତ ୱାର୍ଡ ରେ ପ୍ରାର୍ଥୀ ଦେବା ସହ ଅଧ୍ୟକ୍ଷା ପ୍ରାର୍ଥୀ ଦେଇଛନ୍ତି । ତେବେ ଉକ୍ତ ସ୍ୱାଧୀନ ପ୍ରାର୍ଥୀ ଜଣକ ଗୁଣୁପୁର ର ବିକାଶ ତାଙ୍କ ଅମଳରେ ହୋଇଛି ଯାହା କିଛି ହୋଇଛି ସେସବୁ ସେ ନିଜେ ବିକାଶ କରିଛନ୍ତି ବୋଲି କୁଆଡ଼େ ଅପ ପ୍ରଚାର କରି ବର୍ତ୍ତମାନ ନିଜ ସପକ୍ଷରେ ଭୋଟ୍ ମାଗୁଥିବା ବିଜେଡି ଅଭିଯୋଗ କରିଛି ।

ବିଜେଡି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ସୁଧୀର ଦାସ ଏହି ଅଭିଯୋଗ ଆଣିବା ସହ ଉକ୍ତ ଅପ ପ୍ରଚାର କୁ ଦୃଢ଼ ନିନ୍ଦା କରିଛନ୍ତି । ସେ କହିଛନ୍ତି ବିଗତ ଦିନରେ ଗୁଣୁପୁର ର ଯାହା କିଛି ବିକାଶ ହୋଇଛି କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ଓ ବିଜେଡି ଯୋଗୁଁ ସମ୍ଭବ ହୋଇଛି । ରାଜ୍ୟ ସରକାର ଅନୁଦାନ ନ ଦେଇଥିଲେ କିଭଳି ସହରର ବିକାଶ ହୋଇ ପାରିଥାନ୍ତା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । ଆଜି ଯେଉଁ ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ଵାର୍ଥ ନିମିତ୍ତ ଗୁଣୁପୁର ର ବିକାଶ ନିଜେ କରିଥିବା ପ୍ରଚାର କରୁଛନ୍ତି, ବିଗତ ଦିନରେ ସେ ବିଜେଡି ରୁ ହିଁ ଏନଏସି ର ଅଧ୍ୟକ୍ଷ ଦାୟିତ୍ୱ ରେ ଥିଲେ । ଦଳ ତାଙ୍କୁ ସମସ୍ତ ପ୍ରକାର ସହାୟତା ଓ ସମର୍ଥନ ଦେଇଥିଲା । ଓଡିଶା ସରକାରଙ୍କ ଅନୁଦାନ ରେ ହିଁ ଗୁଣୁପୁର ରେ ବିଭିନ୍ନ ପାର୍କ, ଆଲୋକୀକରଣ, ଓସାରିଆ ରାସ୍ତା, ନାରୀ ସଶକ୍ତିକରଣ, ଜାଗା ମିଶନ, ଇଣ୍ଡୋର ଷ୍ଟାଡିୟମ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ପ୍ରଦାନ, ଶୌଚାଳୟ ନିର୍ମାଣ ଭଳି ଅନେକ କାର୍ଯ୍ୟ ସମ୍ପାଦନ ହୋଇଛି । ଏସବୁ କାର୍ଯ୍ୟ କୌଣସି ବ୍ୟକ୍ତି ବିଶେଷ ଙ୍କ ଦୟାରୁ ହୋଇନାହିଁ ବରଂ ନବୀନ ପଟ୍ଟନାୟକଙ୍କ ଗୁଣୁପୁରବାସୀଙ୍କ ପ୍ରତି ଥିବା ଆନ୍ତରିକତା ଯୋଗୁଁ ସମ୍ଭବ ହୋଇ ପାରିଛି ବୋଲି ଶ୍ରୀ ଦାସ କହିଥିଲେ ।

ଆଗମୀ ଦିନରେ ସେଫାଳି ପାହାଡ ଉପରକୁ ପକ୍କା ରାସ୍ତା, ଆଧୁନିକ ସ୍ମଶାନ ଘାଟ, ଆଦର୍ଶ ପାଠାଗାର, ବୋଟିଂ ୱାଟର ପାର୍କ ନିର୍ମାଣ, 25 ଗୋଟି ନୂତନ ରାସ୍ତା ଓ ନାଳ ନିର୍ମାଣ କାର୍ଯ୍ୟ ସମ୍ପାଦନ ପାଇଁ ସରକାର ମଞ୍ଜୁରୀ ଦେଇଛନ୍ତି । ଖୁବଶୀଘ୍ର ଏସବୁ କାର୍ଯ୍ୟ ସମ୍ପାଦନ କରାଯିବ । ଏ ଲଢେ଼ଇ ଦୁଷ୍ଟ ଶକ୍ତି, ଭ୍ରଷ୍ଟାଚାର ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୋଧ ରେ ଲଢେ଼ଇ ଓ ସ୍ୱାଭିମାନ ର ଲଢେ଼ଇ । ତେଣୁ ପୌର ପରିଷଦ ର ପ୍ରତ୍ୟେକ ଭୋଟର ବିଜେଡି ପ୍ରାର୍ଥୀ ଙ୍କୁ ଜିତେଇ ସହରର ଦ୍ରୁତ ବିକାଶ ରେ ଭାଗିଦାରୀ ହେବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

Related posts

ଅନଲାଇନ ଗେମ୍ ହେଲା କାଳ

Odisha Halchal

ଟ୍ରକକୁ ଧକ୍କା ଦେଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

Odisha Halchal

ବୈତରଣୀ ନଦୀ ପଠାରୁ ମିଳିଲା ନବଜାତ ଶିଶୁପୁତ୍ର

Odisha Halchal

Leave a Comment