ଓଡ଼ିଶା ଖବରନ୍ୟୁଜ୍

କାଶୀପୁର ଝାଡାବାନ୍ତି ପ୍ରସଙ୍ଗ : ମନ୍ତ୍ରୀଙ୍କ ଉତ୍ତରକୁ ଦୁର୍ଭାଗ୍ୟଜନକ କହିଲେ ନରସିଂହ ମିଶ୍ର

କାଶୀପୁର ଝାଡାବାନ୍ତି ପ୍ରସଙ୍ଗ ମନ୍ତ୍ରୀଙ୍କ ଉତ୍ତରକୁ ଦୁର୍ଭାଗ୍ୟଜନକ କହିଲେ ନରସିଂହ ମିଶ୍ର

ପୁଣି ଗୃହରେ ଉଠିଲା କାଶୀପୁର ଝାଡ଼ାବାନ୍ତି ପ୍ରସଙ୍ଗ । ଶୂନ୍ୟକାଳରେ ନରସିଂହ ମିଶ୍ର ସଂସଦୀୟ ମନ୍ତ୍ରୀ ରଖିଥିବା ଉତ୍ତରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

କାଶୀପୁରରେ ଝାଡାବାନ୍ତି ହୋଇଛି ମନ୍ତ୍ରୀ ଗୃହରେ ଉତ୍ତର ରଖୁଛନ୍ତି । କିନ୍ତୁ ସେଠି ଜିଲ୍ଲାପାଳ କହୁଛନ୍ତି କଲେରା ହୋଇଛି ।

ଆମ୍ବ ଟାକୁଆ ଜାଉ ଖାଇ, ବିଷାକ୍ତ ପାଣି ପିଇ, ମଦ ପିଇ ମୃତ୍ୟୁ ମୁଖରେ ପଡୁଛନ୍ତି ଲୋକେ । କିନ୍ତୁ ମନ୍ତ୍ରୀ କେବଳ ଦୂଷିତ ପାଣି ପିଇ ଝାଡାବାନ୍ତି ହୋଇଛି କହିବା ଦୁର୍ଭାଗ୍ୟଜନକ ।

Related posts

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମ ଜୟନ୍ତୀ

Odisha Halchal

ମେସିନ୍‌ରେ ପଶିଗଲା ଚୁଟି, ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

Odisha Halchal

ଉଦଯାପିତ ହେଲା ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

Odisha Halchal

1 comment

ଫକୀର ଚରଣ ଖଟୁଆ, ସମାଜସେବୀ। July 19, 2022 at 1:32 pm

ଓଡିଶା ହାଲଚାଲ୍ ସମାଜର ଜାଗ୍ରତ ପ୍ରହରୀ ଭଳି ଉପାନ୍ତ ଅଞ୍ଚଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖି ବିଭିନ୍ନ ଅଞ୍ଚଳର ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ପ୍ରଶାସନକୁ ସଚେତନ କରାଉଥିବାରୁ ଓଡିଶା ହାଲଚାଲ୍ ପରିବାରର କର୍ମକର୍ତ୍ତା ଓ ସହଯୋଗୀ ସଦସ୍ୟ ମାନଙ୍କୁ ଅଶେଷ ଧନ୍ୟବାଦ।

Reply

Leave a Comment