ଓଡ଼ିଶା ଖବରନ୍ୟୁଜ୍

ଏନ ଏଚ୍ ୫୩ନଂ ଜାତୀୟ ରାଜପଥରେ ମର୍ମାଦୁନ୍ତ ସଡକ ଦୁର୍ଘଟଣା

ଏନ ଏଚ୍ ୫୩ନଂ ଜାତୀୟ ରାଜପଥରେ ମର୍ମାଦୁନ୍ତ ସଡକ ଦୁର୍ଘଟଣା

ଏନ ଏଚ୍ ୫୩ନଂ ଜାତୀୟ ରାଜପଥ ଗୋପଛକ ମଧ୍ୟରେ ଆଲଫାବେଷ୍ଟ କଲେଜ ନିକଟରେ ଏକ ୧୨ ଚକିଆ ଟ୍ରକ ପାରାଦୀପ ରୁ ଫେରୁଥିବା ସମୟରେ ଆଗଚକର ଟାୟାର ଫାଟିଯିବା କାରଣରୁ ଭାରସାମ୍ୟ ହରାଇ ଅପରପଟୁ ଆସୁଥିବା ଏକ ଚାଉଳ ବୋଝେଇ ପିକଅପ ଭ୍ୟାନ କୁ ଧକ୍କା ଦେବାରୁ ପିକଅପଭ୍ୟାନ ର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଏବଂ ଟ୍ରକ ର ଡ୍ରାଇଭର ଗୁରୁତ୍ୱର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭତ୍ତିହୋଇଛନ୍ତି।ଘଟଣା ସ୍ଥଳରେ ସଦରଥାନା ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଗାଡି ରୁ ଡ୍ରାଇଭର ଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଥିବା ସୂଚନା ମିଳିଛି।

Related posts

ରୁଷିଆ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ

Odisha Halchal

କଠୋର ପରିଶ୍ରମ ପରେ ଅଗ୍ନୀସମ ବିଭାଗର ସଫଳତା

Odisha Halchal

ଜି ଆଇ ଇ ଟି ଵିଶ୍ଵ ବିଦ୍ୟାଳୟରେ ଦିନିକିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ

Odisha Halchal

Leave a Comment