ଓଡ଼ିଶା ଖବରନ୍ୟୁଜ୍

ଆଦର୍ଶ ସ୍କୁଲ ର ଶିକ୍ଷାଦାନ ଆରମ୍ଭ

ଆଦର୍ଶ ସ୍କୁଲ ର ଶିକ୍ଷାଦାନ ଆରମ୍ଭ

କଟକ ଜିଲ୍ଲା ସାଲେପୁର ବ୍ଲକ୍ ର ସାଲେପୁର ୫ଟି ହାଇସ୍କୁଲ ରେ ଆଜି ଠାରୁ ଆରମ୍ଭ ହେଲା ଆଦର୍ଶ ବିଦ୍ୟାଳୟ । ଏହି ଅବସରରେ ଆଦର୍ଶ ବିଦ୍ୟାଳୟ ର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

୮୪ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହାର ପାଠ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଶିକ୍ଷାଦାନ ପାଇଁ୮ଜଣ ଶିକ୍ଷକ ଙ୍କୁ ନିଯୁକ୍ତି କରାଯାଇଛି ।ଏହି ଉତ୍ସବରେ ମୁ‍‍ଖ୍ୟ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ ।

କାର୍ଯ୍ୟକ୍ରମରେ ସାଲେପୁର ବି ଇ ଓ ଜଗବନ୍ଧୁ ଶତପଥି, ବ୍ଲକ ଅଦ୍ଧଖ୍ଯ ରାମଚନ୍ଦ୍ର ଭୋଇ ପ୍ରମୁଖ ଯୋଗଦେଇଥିଲେ ।

Related posts

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କୁ ହତ୍ୟା !

Odisha Halchal

ବିଦ୍ୟୁତ ବିଭାଗ ର ଅପାରଗତା ହନ୍ତସନ୍ତ 50 ପରିବାର

Odisha Halchal

ଜେଲ୍‌ରେ ଗର୍ଭବତୀ କଏଦୀଙ୍କ ମୃତ୍ୟୁ

Odisha Halchal

Leave a Comment