ଅପରାଧଓଡ଼ିଶା ଖବରନ୍ୟୁଜ୍

ହଷ୍ଟେଲର ୱାର୍ଡେନ ମାଡାମଙ୍କ ଶାସ୍ତ୍ର ଜ୍ଞାନ

ହଷ୍ଟେଲର ୱାର୍ଡେନ ଭଲକରି ଶୁଣି ନିଅନ୍ତୁ ମାଡାମଙ୍କ ଶାସ୍ତ୍ର ଜ୍ଞାନ

କେନ୍ଦ୍ରାପଡା:-(ରିପୋର୍ଟ-ଜନ୍ମେଜୟ ବିଶ୍ୱାଳ/ଚ୍ରିଲୋଚନ ବେହେରା)ତମେ ଦେହ ଦେଖେଇ ଶୋଉଛ ଟୋକା ଆସିବେନି ଆଉ କିଏ ଆସିବେ। ଏମିତି କିଛି ଶାସ୍ତ୍ର ଜ୍ଞାନ ଦେଉଛନ୍ତି ଜଣେ ହଷ୍ଟେଲର ୱାର୍ଡେନ ଭଲକରି ଶୁଣି ନିଅନ୍ତୁ ମାଡାମଙ୍କ ଶାସ୍ତ୍ର ଜ୍ଞାନ।ରାତିରେ ମହିଳା ହଷ୍ଟେଲରେ ଝରକା ଭାଙ୍ଗି ପସିଲେ ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମୋବାଇଲ ଫୋନ୍ ଟଙ୍କା ଲୁଟିନେଲ।

ହେଲେ ଏ ସମ୍ପର୍କରେ ଛାତ୍ରୀ ମାନେ ଯେବେ ଅଭିଯୋଗ କଲେ ଶୁଣିବାକୁ ମିଳିଲା ହଷ୍ଟେଲ ୱାର୍ଡେନଙ୍କର ଶାସ୍ତ୍ରୀୟ ଯୁକ୍ତି। ଏଠି କହି ରଖିବା ପାଇଁ ଚାହିଁବୁ ଯେ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟର ମହିଳା ହଷ୍ଟେଲରେ ଗତକାଲି ବିଳମ୍ବିତ ରାତିରେ କିଛି ଦୃବୃତ୍ତ ହଷ୍ଟେଲ ପଛପଟ ଝରକା ଭାଙ୍ଗି ଭିତରେ ପଶି ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଟଙ୍କା ମୋବାଇଲ ଲୁଟି ନେଇଛନ୍ତି। ଏମିତିକି ଛାତ୍ରୀମାନଙ୍କୁ ମରଣାତ୍ମକ ଆକ୍ରମଣ ମଧ୍ୟ କରିଛନ୍ତି।

Related posts

ଦୁଇ କଲେକ୍ଟରଙ୍କ ବିବାହ କୌଣସି ବଲିଉଡ କାହାଣୀଠାରୁ କମ ନୁହେଁ

Odisha Halchal

ତାଲା ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ

Odisha Halchal

୮ରେ ବାତ୍ୟା, ୧୦ରେ ଛୁଇଁବ ଉପକୂଳ

Odisha Halchal

Leave a Comment