Friday, October 7, 2022
Homeଅପରାଧହଷ୍ଟେଲର ୱାର୍ଡେନ ମାଡାମଙ୍କ ଶାସ୍ତ୍ର ଜ୍ଞାନ

ହଷ୍ଟେଲର ୱାର୍ଡେନ ମାଡାମଙ୍କ ଶାସ୍ତ୍ର ଜ୍ଞାନ

କେନ୍ଦ୍ରାପଡା:-(ରିପୋର୍ଟ-ଜନ୍ମେଜୟ ବିଶ୍ୱାଳ/ଚ୍ରିଲୋଚନ ବେହେରା)ତମେ ଦେହ ଦେଖେଇ ଶୋଉଛ ଟୋକା ଆସିବେନି ଆଉ କିଏ ଆସିବେ। ଏମିତି କିଛି ଶାସ୍ତ୍ର ଜ୍ଞାନ ଦେଉଛନ୍ତି ଜଣେ ହଷ୍ଟେଲର ୱାର୍ଡେନ ଭଲକରି ଶୁଣି ନିଅନ୍ତୁ ମାଡାମଙ୍କ ଶାସ୍ତ୍ର ଜ୍ଞାନ।ରାତିରେ ମହିଳା ହଷ୍ଟେଲରେ ଝରକା ଭାଙ୍ଗି ପସିଲେ ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ମୋବାଇଲ ଫୋନ୍ ଟଙ୍କା ଲୁଟିନେଲ।

ହେଲେ ଏ ସମ୍ପର୍କରେ ଛାତ୍ରୀ ମାନେ ଯେବେ ଅଭିଯୋଗ କଲେ ଶୁଣିବାକୁ ମିଳିଲା ହଷ୍ଟେଲ ୱାର୍ଡେନଙ୍କର ଶାସ୍ତ୍ରୀୟ ଯୁକ୍ତି। ଏଠି କହି ରଖିବା ପାଇଁ ଚାହିଁବୁ ଯେ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟର ମହିଳା ହଷ୍ଟେଲରେ ଗତକାଲି ବିଳମ୍ବିତ ରାତିରେ କିଛି ଦୃବୃତ୍ତ ହଷ୍ଟେଲ ପଛପଟ ଝରକା ଭାଙ୍ଗି ଭିତରେ ପଶି ଛାତ୍ରୀଙ୍କୁ ଗାଳିଗୁଲଜ କରିବା ସହ ଟଙ୍କା ମୋବାଇଲ ଲୁଟି ନେଇଛନ୍ତି। ଏମିତିକି ଛାତ୍ରୀମାନଙ୍କୁ ମରଣାତ୍ମକ ଆକ୍ରମଣ ମଧ୍ୟ କରିଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.

- Advertisment -spot_img

ଲୋକପ୍ରିୟ ଖବର