ଅପରାଧଓଡ଼ିଶା ଖବରନ୍ୟୁଜ୍

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ବଞ୍ଚିବା ପାଇଁ ସଂଗ୍ରାମ

ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ତ୍ରୀ ବଞ୍ଚିବା ପାଇଁ ସଂଗ୍ରାମ

ଭଦ୍ରକ:- (ରିପୋର୍ଟ -ଶୁଦେସ ପରିଡ଼ା) ସ୍ୱାଧୀନତା ସଂଗ୍ରାମ ଙ୍କ ସ୍ତ୍ରୀ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ।ସ୍ବାମୀ ଦେଶ ସ୍ଵାଧୀନ ପାଇଁ ସଂଗ୍ରାମ କରୁଥିଲେ ସ୍ତ୍ରୀ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ।  ଜିଲ୍ଲା ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣୁ ନାହାନ୍ତି ।ସ୍ବାମୀ ଦେଶ ସ୍ଵାଧୀନ ପାଇଁ ସଂଗ୍ରାମ କରୁଥିଲେ ସ୍ତ୍ରୀ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି ।

ସ୍ଵାଧୀନତା ସଂଗ୍ରାମୀ ରତ୍ନାକର ସାମଲ ଙ୍କ ସ୍ତ୍ରୀ ମଞ୍ଜୁଲତା ସାମଲ ବୟସ ୭୦ ବର୍ଷ ।ସ୍ଵାମୀ ୨୫ ବର୍ଷ ହେବ ଆରପାରି ରେ ।ପେନସନ ପାଉଥିବା ସ୍ତ୍ରୀ ଙ୍କ ପେନସନ ୫ ବର୍ଷ ହଠାତ୍ ବନ୍ଦ୍ ହେବା ପରେ ହା ହତାସ ଅବସ୍ଥାରେ ମଞ୍ଜୁଲତା ସାମଲ ।

ସାହାରା କହିଲେ ବିବାହିତ ଝିଅ ।ସ୍ଵାମୀ ୨୫ ବର୍ଷ ହେବ ଆର ପା ରିରେ ।ବ୍ୟାଙ୍କ ମେନେଜର୍ ଚଞ୍ଚକତା କରି ୫୦୦୦୦ ଟଙ୍କା ଖାଇଥିବ ମଧ୍ୟ ଅଭିଯୋଗ କରିଛନ୍ତି ।ତେବେ ମଞ୍ଜୁଲତା ସାମଲ ଙ୍କୁ କେବେ ମିଳିବ ନ୍ୟାୟ ତାହା ଦେଖିବାକୁ ବାକି ରହିଲା ।

Related posts

ଜନତାଙ୍କୁ ମହଙ୍ଗା ମାଡରୁ ମିଳୁନି ମୁକ୍ତି

Odisha Halchal

ପୁଣି ଯୌତୁକ ନିର୍ଯାତନା

Odisha Halchal

ବାରହା ଫାସରେ ପଡିଲେ ଚାଷୀ

Odisha Halchal

Leave a Comment