ଓଡ଼ିଶା ଖବରନ୍ୟୁଜ୍

ସାମି ଗୀତର ନୂଆ ଭେରାଇଟିର ନାଚ

ସାମି ଗୀତର ନୂଆ ଭେରାଇଟିର ନାଚ

ସମସ୍ତଙ୍କ ମୁହଁରେ ଥିବା ପପୁଲାର ଗୀତ ହେଉଛି ପୁଷ୍ପା ଚଳଚିତ୍ର ର ସାମି ଗୀତ ଆଉ ଛୋଟରୁ ବଡ ପର୍ଯ୍ୟନ୍ତ ଏଇ ଗୀତରେ ଡ୍ୟାନ୍ସ କରୁଛନ୍ତି ହେଲେ ଏଇ ମହିଳା ଙ୍କ ଡ୍ୟାନ୍ସ ରେ ପୁଷ୍ପା ଗୀତାକୁ ଆହୁରି ଚାରଚାନ୍ଦ ଲଗେଇ ଦେଉଛି….. ଡାନ୍ସ ର ତାଳେ ତାଳେ ନାଚୁଥୁବା ମହିଳାଙ୍କ ଭିଡ଼ିଓ ଏଵେ ସାରା ଓଡ଼ିଶାରେ ଭାଇରଲ ହେବାରେ ଲାଗିଛି..

Related posts

ଅସ୍ଥାୟୀ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ

Odisha Halchal

ଧାନଖରୀରେ ଲାଗିଲା ନିଆଁ

Odisha Halchal

ବନ ବିଭାଗ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା

Odisha Halchal

Leave a Comment