ଅପରାଧଓଡ଼ିଶା ଖବରନ୍ୟୁଜ୍

ସାମାନ୍ୟ ଯୁକ୍ତିତର୍କରୁ ହତ୍ୟାକାଣ୍ଡ : ସଂଘବଦ୍ଧ ଆକ୍ରମଣରେ ୨ ଯୁବକ ମୃତ

ସାମାନ୍ୟ ଯୁକ୍ତିତର୍କରୁ ହତ୍ୟାକାଣ୍ଡ ସଂଘବଦ୍ଧ ଆକ୍ରମଣରେ ୨ ଯୁବକ ମୃତ

ଦାମନଯୋଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ସାମାନ୍ୟ ଯୁକ୍ତି ତର୍କରୁ ହତ୍ୟାକାଣ୍ଡ । ସଂଘବଦ୍ଧ ଆକ୍ରମଣରେ ସିନ୍ଧିପାର ଗାଁର ୨ ଯୁବକ ମୃତ, ଜଣେ ଗୁରୁତର । ମୃତକ ହେଲେ ଦେବେନ୍ଦ୍ର ଜାନୀ, ପୂର୍ଣ୍ଣ ନାୟକ ହୋଇଥିବା ବେଳେ ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି ।

ଚଇତି ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ଗଣ୍ଡଗୋଳ । ଦାମନଜୋଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଚଇତି ପରବ ବେଣ୍ଟ ପରେ ୨ଟି ଗ୍ରାମର କିଛି ଯୁବକଙ୍କ ମଧ୍ୟରେ ଯୁକ୍ତି ତର୍କ ଘଟିଥିଲା । ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ ଝଡିଗୁଡା ଗାଁର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା।

ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗାଁର ଦେବେନ୍ଦ୍ର ଜାନୀ, ପୂର୍ଣ୍ଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଘଟଣା ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର। ଦାମନଜୋଡି ପୋଲିସ କରୁଛି ତଦନ୍ତ ।

Related posts

ଲାଇସେନ୍ସ ନବୀକରଣ କରିବାକୁ ଆସିଥିଲେ, ମନା କରିବାରୁ ନିସ୍ତୁକ ମାଡ ମାରିଲେ ୨ ଭାଇ

Odisha Halchal

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏନଏସଏସ ତରଫରୁ ବିଶ୍ୱ ଏଡସ ଦିବସ ପାଳିତ

Odisha Halchal

ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ପାଠ

Odisha Halchal

Leave a Comment