ଅପରାଧଓଡ଼ିଶା ଖବରନ୍ୟୁଜ୍

ସାନ ଭାଇର କାଠ ଫାଳିଆ ମାଡ଼ରେ ବଡ଼ ଭାଇର ଜୀବନ ଗଲା

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଅଞ୍ଚଳରେ ଦୁଃଖଦ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କୁ କାଠ ଫାଳିଆରେ ପିଟି  ହତ୍ୟା କଲା ସାନ ଭାଇ। ମୃତ ବ୍ୟକ୍ତି ଜଣଙ୍କ ହେଲେ କୁନା ନାୟକ। ପୁଲିସ ରାଜେନ୍ଦ୍ର ନାୟକଙ୍କୁ ଗିରଫ  କରି ପଚରାଉଚରା କରୁଛି। କୁନା ସମ୍ପର୍କରେ ରାଜେନ୍ଦ୍ରଙ୍କ ବଡ଼ ଭାଇ ହେବେ।

Related posts

ଆସିଲା ଟେଲି ଅଭିନେତ୍ରୀ ରଶ୍ମୀରେଖାଙ୍କ ପୋଷ୍ଟମର୍ଟମ ରିପୋର୍ଟ

Odisha Halchal

ଲଗାଣ ବର୍ଷାରେ ଭାଙ୍ଗିଲା ଘର

Odisha Halchal

ବିରଳ ପ୍ରଜାତିର ସୁନେଲି ରଙ୍ଗର କଇଁଛ ଉଦ୍ଧାର

Odisha Halchal

Leave a Comment