21 C
Bhubaneswar
Friday, November 27, 2020
No menu items!
Home ମୁଖ୍ୟ ଖବର ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଜାରି

ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଜାରି

ସାକ୍ଷୀଗୋପାଳ: ସୋମବାର ଅଁଳା ନବମୀ ହୋଇଥିବାରୁ ସାକ୍ଷୀଗୋପାଳ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ୧୪୪ ଧାରା ଲାଗୁ କରିଛି।

ସାକ୍ଷୀଗୋପାଳ ମନ୍ଦିର ଚାରିପାଖର ୨ଶହ ମିଟର ପର୍ଯ୍ୟନ୍ତ ଏହି କଟକଣା ଲାଗୁ ହୋଇଛି। ଚନ୍ଦନ ପୋଖରୀଠାରୁ ସିଦ୍ଧବକୁଳ ଯାଏ କଟକଣା ଲାଗୁ କରିଛି ପ୍ରଶାସନ। ୨୨ ତାରିଖରୁ ୨୫ ତାରିଖ ବଡ଼ ଏକାଦଶୀ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ପ୍ରଶାସନ କହିଛି। ଏଥିସହ ସାକ୍ଷୀଗୋପାଳ ମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ମନା ହୋଇଛି। କେବଳ ମନ୍ଦିରରେ ସେବାୟତମାନେ ନୀତିକାନ୍ତି କରିବେ।

LEAVE A REPLY

Please enter your comment!
Please enter your name here

Most Popular

ଶନିବାରର ରାଶିଫଳ

ମେଷ : ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ଘାତଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଦୁର୍ଘଟଣା ପ୍ରତି ସତର୍କ ରହିବେ । ବାଣିଜ୍ୟ,...

ଆସନ୍ତା ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଖୋଲିବ ସମସ୍ତେ ମେଡିକାଲ କଲେଜ । ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ...

ମାଲକାନଗିରି ପୋଲିସ ଦ୍ବାରା ବହୁ ମାଓ ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି(ବାଲାରାଜୁ ରଥ): ମାଲକାନଗିରି ପୋଲିସ ଦ୍ବାରା ବହୁ ମାଓ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି। ମାଲକାନଗିରି ବିରୋଧୀ ତଥା ବିଦ୍ରୋହୀ କାର୍ଯ୍ୟକଳାପ ପାଇଁ ସଶସ୍ତ୍ର ମାଓବାଦୀ କ୍ୟାଡରଙ୍କ ଗତିବିଧି ବିଷୟରେ ନିର୍ଦ୍ଦିଷ୍ଟ ବୁଦ୍ଧି...

ଟାଙ୍ଗଣାପଲ୍ଲୀ ସ୍ଥିତ ପାଣିପଞ୍ଚାୟତ ଶୀର୍ଷ କମିଟି ଗୃହରେ ନିର୍ବାଚନ

ଗଂଜାମ (27/11/20)ରିପୋର୍ଟ-ସୁଧାଂଶୁ ଶେଖର ଦାସ:-ବ୍ରହ୍ମପୁର ଜଳ ସମ୍ପଦ ବିଭାଗ ଅଧିନସ୍ଥ ରୁଷିକୂଲ୍ୟାରେ ୧୪ ନମ୍ବର କାରନାଳୀ କମିଟିର ନିର୍ବାଚନ ଟାଙ୍ଗଣାପଲ୍ଲୀ ସ୍ଥିତ ପାଣିପଞ୍ଚାୟତ ଶୀର୍ଷ କମିଟି ଗୃହରେ ଅନୁଷ୍ଠିତ ହୋଇଥିଲା I ଉକ୍ତ...

Recent Comments