29.1 C
Bhubaneswar
Saturday, October 16, 2021
No menu items!
Home ମୁଖ୍ୟ ଖବର ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ବୃକ୍ଷ ରୋପଣ

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଦ୍ୱାରା ବୃକ୍ଷ ରୋପଣ

ନୂଆପଡା :-(ରିପୋର୍ଟ -ଘନ ଶ୍ୟାମ ନାଏକ)କୋମନା ବ୍ଲକ ଅନ୍ତର୍ଗତ ଚହକ ପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଦ୍ଵାରା ବୃକ୍ଷ ରୋପଣ ଓ ସଫେଇ କାଯ୍ୟକ୍ରମ କରାଯାଇଥିଲା l ସଂଗଠନର କର୍ମକର୍ତ୍ତା ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ଫଳବୃକ୍ଷ ରୋପଣ କରିବା ସହ ବିଶ୍ୱରେ ଯେମିତି ଅମ୍ଳଜାନର ଅଭାବ ରହିବ ନାହିଁ ସେଥିପ୍ରତି ଜନସାଧାରଣଙ୍କୁ ସଚେତନ କରାଯାଇଥିଲା l

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡା ତରଫରୁ ଚହକ ପଡ଼ା ପ୍ରାଥମିକ ବିଦ୍ୟାଳୟ କୁ ଶ୍ରୀ ସତ୍ୟ ସାଇ ବିଦ୍ୟା ଜ୍ୟୋତି ରେ ସାମିଲ କରାଯିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ଆଧ୍ୟାତ୍ମିକ ଶିକ୍ଷା,ସ୍ୱାସ୍ଥ୍ୟ ସେବା ସହିତ ବିଭିନ୍ନ ପାଠ୍ୟ ଉପକରଣ ପ୍ରଦାନ କରାଯାଇଛି l କରୋନା ମହାମାରୀ ସମୟରେ ଗରିବ, ନିଃସହlୟ, ବୃଦ୍ଧ, ବିକୃତ ମସ୍ତିଷ୍କ ବ୍ୟକ୍ତି ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତିl

ସତ୍ୟ ସାଇ ସେବା ସଂଗଠନର ଲକ୍ଷ୍ୟ ହେଇଛି ସେବା. ସମାଜର ସମସ୍ତଙ୍କ କଲ୍ୟାଣ ନିମନ୍ତେ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ମାନସିକ, ବୌଦ୍ଧିକ, ନୈତିକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଥାନ୍ତି. ସଂଗଠନର ଆଦର୍ଶ ହେଉଛି -ମାନବ ସେବା ହିଁ ମାଧବ ସେବା. ବର୍ତମାନ ସମୟ କରୋନା ମହାମାରୀର ତୃତୀୟ ଲହର ସମୟ. ସମସ୍ତେ କେମିତି ସୁସ୍ଥ, ସବଳ, ନିରୋଗ ରହିବେ ସେ ବିଷୟରେ ସଂଗଠନ ଜନତାଙ୍କୁ ସଚେତନ କରୁଅଛି l

1 COMMENT

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ୬ ଘଣ୍ଟା ପର୍ଯ୍ୟନ୍ତ ଡାଉନ୍ ରହିବା ପରେ ପୁଣି କାମ କରୁଛି

ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ, ହ୍ୱାଟସ୍‌ଆପ୍ ଓ ମ୍ୟାସେଞ୍ଜର ପୁଣି କାମ କରୁଛି । କିଛି ଘଣ୍ଟା ପାଇଁ ଏହା ଡାଉନ୍ ରହିବା ପରେ ଗୋଟିକ ପରେ ଗୋଟିଏ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି...

ପଣ୍ଡରାପଥର ଠାରେ ଗାନ୍ଧୀ ଜୟନ୍ତୀ ପାଳନ

ନୂଆପଡା :-(ରିପୋର୍ଟ -ତେଜୁରାମ ନାଏକ ସହ ଘନଶ୍ୟାମ ନାଏକ)କୋମନା ବ୍ଲକ ଓ ସିନାପାଲି ବ୍ଲକ ଅନ୍ତର୍ଗତ MTSC, ପଣ୍ଡରାପଥର ଓ ରାଜଶ୍ରୀ ପବ୍ଲିକ ସ୍କୁଲ, ସିନାପାଲି ଠାରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି....

ଲକ୍ଷ୍ୟାଧିକ ଟଙ୍କାର ସାଗୁଆନ କାଠ ଜବତ, ଦୁଇ ଗିରଫ

ମାଲକାନଗିରି:-(ରିପୋର୍ଟ- କ୍ରିଷ୍ଣପଦୋ ରାୟ) ବନ ବିଭାଗ ହାତରେ ଧରାପଡିଲେ କାଠ ମାଫିଆ । ଜବତ ହେଲା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ । ମାଲକାନଗିରି ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଥିଲେ ହେଁ...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା 2 ମୃତ

ରାୟଗଡା :-(ରିପୋର୍ଟ -କାଁହୁଚରଣ ପାଢ଼ୀ) ଗୁଣୁପୁର ଥାନା ଅନ୍ତର୍ଗତ ଲିମାମେଡା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ରେ 2 ଜଣ ବ୍ୟକ୍ତିଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣା...

Recent Comments