19 C
Bhubaneswar
Friday, December 4, 2020
No menu items!
Home ଜୀବନଚର୍ଯ୍ୟା ଶୀତଦିନ ଓଜନ କମାଇବା ପାଇଁ ଆପଣାନ୍ତୁ ଏହି ଉପାୟ...

ଶୀତଦିନ ଓଜନ କମାଇବା ପାଇଁ ଆପଣାନ୍ତୁ ଏହି ଉପାୟ…

ସାଧାରଣତଃ ଗରମ ଦିନେ ବାୟାମ ଓ କସରତ୍ କରି ଓଜନ କମାଇଥାନ୍ତି ହେଲେ ଶୀତ ଦିନ ଅଧିକ ଥଣ୍ଡା ପଡ଼ିବା ଯୋଗୁଁ ବାୟାମ କରିବାକୁ କିମ୍ବା ଭୋର୍‌ରୁ ଚାଲିବାକୁ ଯାଇପାରନ୍ତିନାହିଁ। ଫଳରେ କମାଇ ଥିବା ଓଜନ ପୁଣି ବୃଦ୍ଧି ହୋଇଯାଏ। ଏହି ସମୟରେ ଗରମ ଜିନିଷ ଖାଇବାକୁ ଇଛା ହୋଇଥାଏ ତେଣୁ ବାର ବାର ଖାଇବା ଯୋଗୁଁ ମଧ୍ୟ ଓଜନ ବୃଦ୍ଧି ହେଇଥାଏ।

–ଖାଦ୍ୟରେ ପ୍ରୋଟିନ୍‌କୁ ମିଶାନ୍ତୁ। ଏହାଦ୍ୱାରା ଶରୀରକୁ ବାର ବାର ଭୋକ ଲାଗିବନି। ଯାହା ଆପଣଙ୍କ କ୍ୟାଲୋରୀକୁ କମ୍ କରାଇବ ଓ ବ୍ଲଡ଼ ପ୍ରେସର୍‌କୁ ନିୟନ୍ତ୍ରଣ ରଖିବ। ଯେମିତି କି ବୁଟ,ମୁଗ,ଛେନା,ପନୀର୍‌,ଚିକେନ୍‌ ଓ ଅଣ୍ଡା ଇତ୍ୟାଦି।

–ଶୀତଦିନେ ସତେଜ ପରିବା ଓ ଫଳ କିଣନ୍ତୁ।

–ଦିନକୁ ୨ ରୁ ୩ ଥର ଉଷୁମ୍ ପାଣି,ଗ୍ରାନ୍ ଟିଓ ହର୍ବାଲ୍-ଟି ପିଅନ୍ତୁ।

– ଘର ଭିତରେ ଯୋଗ କରିପାରିବେ। ଯାହାପାଇଁ ଆପଣଙ୍କୁ ବାହାରକୁ ଯିବାର ଆବଶ୍ୟକତା ପଡ଼ିବ ନାହିଁ।

–କିଛି ଅଧିକ ଖାଦ୍ୟ ଖାଇବା ପୁର୍ବରୁ କମ୍ କ୍ୟାଲୋରୀ ଯୁକ୍ତ ସୁପ୍ ନିଶ୍ଚୟ ପିଅନ୍ତୁ।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments